SCTE VT

ବିଭିନ୍ନ ଅନୁଷ୍ଠାନର ପାହ୍ୟା (ଆଇଟିଆଇ)

କୌଣସି ସ୍ରୋତର କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରେ ନାମଲେଖାଇବା ପୂର୍ବରୁ ସଂପୃକ୍ତ ଛାତ୍ରଛାତ୍ରୀ ନିଜ ଛାତ୍ରଜୀବନର ଉନ୍ନତି ଓ ପ୍ରଗତି ପାଇଁ ସେହି ଅନୁଷ୍ଠାନର ରାଙ୍କ୍‌ ଯାଞ୍ଚ କରିନେବା ଦରକାର। ପ୍ରତିଟି ଆଇ.ଟି.ଆଇ./ ଡିପ୍ଲୋମା ଅନୁଷ୍ଠାନର ରାଙ୍କ୍‌ ତାଲିକା ତଳେ ଦିଆଯାଇଛି। ଥରେ ଆଖି ବୁଲାଇ ନିଅନ୍ତୁ ସେହି ତାଲିକାର କ୍ରମ ଉପରେ।