SCTE VT

ପରୀକ୍ଷା ସୂଚନା (ଆଇ.ଟି.ଆଇ.)

ଛାତ୍ରଛାତ୍ରୀମାନେ ପରୀକ୍ଷା ସଂକ୍ରାନ୍ତ ସମସ୍ତ ସୂଚନା ପାଇବେ…

କ୍ରମାଙ୍କ. ଶୀର୍ଷକ:
ଏସ୍‌.ସି.ଭି.ଟି. ଢାଞ୍ଚାର ସବୁ ସେମିଷ୍ଟର ପରୀକ୍ଷା ପାଇଁ ଫର୍ମ ପୂରଣ କାର୍ଯ୍ୟକ୍ରମ ଏବଂ ପରୀକ୍ଷା କାର୍ଯ୍ୟସୂଚୀ:
ଜୁଲାଇ-ଅଗଷ୍ଟ-୧୭ର ଏ.ଆଇ.ଟି.ଟି. ଟ୍ରେଡ୍‌ ପ୍ରାକ୍ଟିକାଲ ଟେଷ୍ଟରେ ସମସ୍ତ ଆଇ.ଟି.ଆଇ.ଗୁଡ଼ିକର ବିଷୟ ଶିକ୍ଷକଙ୍କ ସ୍ଥିତି
ଅନ୍‌ଲାଇନ୍‌ ପଂଜୀକରଣ ଫିସ୍‌(୨୦୧୬ ନାମଲେଖା) ଓ ପରୀକ୍ଷା ଫିସ୍‌(ଏ.ଆଇ.ଟି.ଟି. ଫେବୃଆରି ୨୦୧୭) ପୈଠରେ ଅସଫଳ ହୋଇଥିବା ଆଇ.ଟି.ଆଇ.ମାନଙ୍କ ତାଲିକା

ସି.ଟି.ଏସ୍‌. ଅଧୀନରେ ମୂଲ୍ୟାଙ୍କନ ଢାଞ୍ଚା

ଇଂଜିନିୟରିଂ ଟ୍ରେଡ୍‌ଗୁଡ଼ିକ :

୧ମ ଓ ୨ୟ ସେମିଷ୍ଟର ୩ୟ ଓ ୪ର୍ଥ ସେମିଷ୍ଟର
ଟ୍ରେଡ଼୍‌ ପ୍ରାକ୍ଟିକାଲ:-
ଚୂଡ଼ାନ୍ତ ପରୀକ୍ଷା- ୨୭୦
ସେସନ ୱାରୀ – ୩୦
ମୋଟ = ୩୦୦, ପାସ୍‌ (୬୦%)= ୧୮୦
ଟ୍ରେଡ଼୍‌ ପ୍ରାକ୍ଟିକାଲ:-
ଚୂଡ଼ାନ୍ତ ପରୀକ୍ଷା- ୨୭୦
ସେସନ ୱାରୀ – ୩୦
ମୋଟ = ୩୦୦, ପାସ୍‌ (୬୦%)= ୧୮୦
ଟ୍ରେଡ଼୍‌ ଥିଓରୀ:-
ଚୂଡ଼ାନ୍ତ ପରୀକ୍ଷା:- ୧୫୦
ସେସନ୍‌ୱାରୀ – ୨୦
ମୋଟ = ୧୭୦, ପାସ୍‌(୪୦%)= ୬୮
ଟ୍ରେଡ଼୍‌ ଥିଓରୀ:-
ଚୂଡ଼ାନ୍ତ ପରୀକ୍ଷା:- ୧୫୦
ସେସନ୍‌ୱାରୀ – ୨୦
ମୋଟ = ୧୭୦, ପାସ୍‌(୪୦%)= ୬୮
ଡବ୍ଲୁ/ଏସ୍‌:-
ଚୂଡ଼ାନ୍ତ ପରୀକ୍ଷା- ୭୫
ସେସନୱାରୀ – ୧୦
ମୋଟ = ୮୫, ପାସ୍‌(୪୦%)=୩୪
ଡବ୍ଲୁ/ଏସ୍‌:-
ଚୂଡ଼ାନ୍ତ ପରୀକ୍ଷା- ୭୫
ସେସନୱାରୀ – ୧୦
ମୋଟ = ୮୫, ପାସ୍‌(୪୦%)=୩୪
ଇଂଜିନିୟରିଂ ଡ଼ିଗ୍ରୀ:-
ଚୂଡ଼ାନ୍ତ ପରୀକ୍ଷା-୭୫
ସେସନୱାରୀ- ୨୦
ମୋଟ= ୯୫, ପାସ୍‌ (୪୦%)= ୩୮
ଇଂଜିନିୟରିଂ ଡ଼ିଗ୍ରୀ:-
ଚୂଡ଼ାନ୍ତ ପରୀକ୍ଷା-୭୫
ସେସନୱାରୀ- ୨୦
ମୋଟ= ୯୫, ପାସ୍‌ (୪୦%)= ୩୮
ନିଯୁକ୍ତ ହେବାର ଦକ୍ଷତା:-
ଚୂଡ଼ାନ୍ତ ପରୀକ୍ଷା- ୫୦
ସେସନ୍‌ୱାରୀ – କିଛି ନାହିଁ
ମୋଟଠ= ୫୦, ପାସ୍‌ (୪୦%)=୨୦
୩ୟ ଓ ୪ର୍ଥ ସେମିଷ୍ଟରରେ ନିଯୁକ୍ତ ହେବାର କୌଣସି ଦକ୍ଷତା ନାହିଁ।
ସର୍ବମୋଟ = ୭୦୦ ସର୍ବମୋଟ = ୬୫୦
ପାସ୍‌= ୩୪୦ ପାସ୍‌= ୩୨୦

ଅଣ ଇଂଜିନିୟରିଂ ଟ୍ରେଡ଼୍‌

୧ମ ସେମିଷ୍ଟର ଓ ୨ୟ ସେମିଷ୍ଟର
ଟ୍ରେଡ୍‌ ପ୍ରାକ୍ଟିକାଲ:-
ଚୂଡ଼ାନ୍ତ ପରୀକ୍ଷା-୧୦୦
ସେସନୱାରୀ- ୨୦
ମୋଟ=୧୨୦, ପାସ୍‌ (୬୦%)=୭୨
ଟ୍ରେଡ଼୍‌ ଥିଓରୀ:-
ଚୂଡ଼ାନ୍ତ ପରୀକ୍ଷା-୩୦,
ସେସନୱାରୀ- କିଛି ନାହିଁ
ପାସ୍‌(୪୦%)= ୧୨
ନିଯୁକ୍ତି ଦକ୍ଷତା:-
ଚୂଡ଼ାନ୍ତ ପରୀକ୍ଷା-୫୦
ସେସନୱାରୀ- କିଛି ନାହିଁ
ମୋଟ=୫୦, ପାସ୍‌(୪୦%)= ୨୦
ସର୍ବମୋଟ = ୨୦୦
ପାସ୍‌= ୧୦୪

ବି.ଦ୍ର.

୧ମ ସେମିଷ୍ଟର ଇଂଜିନିୟରିଂ ଟ୍ରେଡ୍‌ଗୁଡ଼ିକ ପାଇଁ
ଅନୁଷ୍ଠାନ ମୂଲ୍ୟାଙ୍କନ କରେ ୩୫୦ ମାର୍କ (ଟ.ପି. – ୩୦୦ ଓ ଥିଓରୀ ସେସନୱାରୀ- ୫୦)
ଓଏମ୍‌ଆର୍‌ ମୂଲ୍ୟାଙ୍କନ – ୩୫୦ ମାର୍କ
୨ୟ ସେମିଷ୍ଟର ଇଂଜିନିୟରିଂ ଟ୍ରେଡ୍‌ଗୁଡ଼ିକ ପାଇଁ
ଅନୁଷ୍ଠାନ ମୂଲ୍ୟାଙ୍କନ କରେ ୩୫୦ ମାର୍କ (ଟ.ପି. – ୩୦୦ ଓ ଥିଓରୀ ସେସନୱାରୀ- ୫୦)
ଓଏମ୍‌ଆର୍‌ ମୂଲ୍ୟାଙ୍କନ – ୨୭୫ ମାର୍କ
ପରିଷଦ ମୂଲ୍ୟାଙ୍କନ କରେ – ଇ.ଡି. – ୭୫ ମାର୍କ
୩ୟ ଓ ୪ର୍ଥ ସେମିଷ୍ଟର ଇଂଜିନିୟରିଂ ଟ୍ରେଡ଼୍‌ ପାଇଁ
ଅନୁଷ୍ଠାନ ମୂଲ୍ୟାଙ୍କନ କରେ ୩୫୦ ମାର୍କ (ଟି.ପି. – ୩୦୦ ଓ ଥିଓରି ସେସନ୍‌ୱାରୀ – ୫୦)
ଓ.ଏମ୍‌.ଆର୍‌. ମୂଲ୍ୟାଙ୍କନ – ୨୨୫ ମାର୍କ
ପରିଷଦ ମୂଲ୍ୟାଙ୍କନ କରେ – ଇ.ଡି. – ୭୫ ମାର୍କ

ଆଡ୍‌ଭାନ୍ସ ମଡ୍ୟୁଲ୍‌
ପ୍ରାକ୍ଟିକାଲ = ୩୦୦ ଥିଓରି = ୧୦୦
ପ୍ରାକ୍ଟିକାଲ ସେସନ୍‌= ୧୦୦ ଥିଓରି ସେସନ୍‌ୱାରୀ=୨୦
ପ୍ରାକ୍ଟିକାଲ ପାସ୍‌ ମାର୍କ= ୬୦% ଥିଓରି ପାସ୍‌ ମାର୍କ = ୪୦%
ମୋଟ ମାର୍କ = ୫୨୦
ବିବିଟି
ମୋଟ ମାର୍କ = ୯୦୦ ଥିଓରି ୧=୧୦୦
ପ୍ରାକ୍ଟିକାଲ ୧ = ୨୦୦ ଥିଓରି ୨=୧୦୦
ପ୍ରାକ୍ଟିକାଲ ୨=୨୦୦ ଥିଓରି=୨୦
ପ୍ରାକ୍ଟିକାଲ ସେସନୱାରୀ = ୨୦୦
ଡବ୍ଲୁ/ଏସ୍‌+ଇଂଜିନିୟରିଂ ଡ୍ରଇଙ୍ଗ୍‌=୧୦୦
ଡବ୍ଲୁ/ଏସ୍‌ ଓ ଇଂଜିନିୟରିଂ ଡ୍ରଇଂ ସେସନୱାରୀ=୨୦
ଉଦ୍ୟୋଗିତା ଓ ଯୋଗାଯୋଗ ଦକ୍ଷତା=୫୦
ସେସନୱାରୀ ଉଦ୍ୟୋଗିତା ଓ ଯୋଗାଯୋଗ ଦକ୍ଷତା= ୧୦
ପ୍ରାକ୍ଟିକାଲ ପାସ୍‌ ମାର୍କ=୬୦%
ଥିଓରି ପାସ୍‌ ମାର୍କ = ୪୦%
ଡବ୍ଲୁ/ଏସ୍‌ ପାସ୍‌ ମାର୍କ = ୪୦%
ଉଦ୍ୟୋଗିତା ଓ ଯୋଗାଯୋଗ ଦକ୍ଷତା ପାସ୍‌ ମାର୍କ= ୩୩%