Notice Board | SCTEVT

ବିଜ୍ଞପ୍ତି ଫଳକ

କ୍ରମାଙ୍କ ପତ୍ର ସଂଖ୍ୟା ତାରିଖ ସୂଚନା ସ୍ଥିତି
673 27-05-2020
aaaaaaaaaa
(English) Notice to all Govt & Private ITIs for deposit of registration fees of August 2019 Admission session
27-05-2020
aaaaaaaaaa
(English) Registration Data of trainees admitted in ITIs during August 2019 session
610 05-05-2020
aaaaaaaaaa
(English) Submission of Trainees data for generation of e-NTC of DST for the academic session 2017-19
577 29-04-2020
aaaaaaaaaa
(English) Notification for Use of mask in SCTE&VT premises
522 18-03-2020
aaaaaaaaaa
(English) Notice on Further Preventive measures to check spread of COVID 19
474 12-03-2020
aaaaaaaaaa
(English) Incorporation of NSQF complint trade i.e. surveyor with duration of 02 years in NCVT MIS Portal
473 12-03-2020
aaaaaaaaaa
(English) Implementation of Reforms in AITT conducted by DGT
472 11-03-2020
aaaaaaaaaa
(English) Guidelines for OMR based AlTT(Sem.System)under CTS commencing from 08.04.2020 to 23.04.2020 for state Directors,TTC and Trainees for sem I/II/III/IV
1441 07-03-2020
aaaaaaaaaa
(English) SD&TE Dept letter on Biometric attendance
୧୦ 437 07-03-2020
aaaaaaaaaa
(English) Generation of Hall Tickets for AITT under CTS( Semester system/DST/Annual System to be held in April 2020)
୧୧ 438 07-03-2020
aaaaaaaaaa
(English) Notice Regarding Discontinuance of Biometric attendance of student/trainees in view of COVID-19
୧୨ 430 06-03-2020
aaaaaaaaaa
(English) Notice for List of Trade Testing Centers along with the tagged ITIs for AITT March/April 2020
୧୩ MSDE-18011/08/CTS 28-02-2020
aaaaaaaaaa
(English) Revised programme of AITT APRIL 2020
୧୪ 15-02-2020
aaaaaaaaaa
(English) BILL OF MATERIAL REQUIRED FOR EACH TRAINEE FOR ALL INDIA TRADE TEST OF “BROAD BASED BASIC TRAINING” UNDER THE SCHEME “CENTRE OF EXCELLENCE” TO BE HELD IN FEBRUARY 2020.
୧୫ 15-02-2020
aaaaaaaaaa
(English) BILL OF MATERIAL REQUIRED FOR EACH TRAINEE OF ALL INDIA TRADE TEST FOR ADVANCED MODULES UNDER THE SCHEME “CENTRE OF EXCELLENCE (COE)” TO BE HELD IN THE MONTH OF FEBRUARY, 2020.
୧୬ 247/VT-I-03/2019 12-02-2020
aaaaaaaaaa
(English) Filling up forms for appearing AITT(BBBT & Adv.Module) under CoE.,February-2020
୧୭ 170 29-01-2020
aaaaaaaaaa
(English) Notice regarding AITT July 2019 Result Discrepancy
୧୮ 169 29-01-2020
aaaaaaaaaa
(English) Notice on Correction of e-NTC regarding
୧୯ 5007 20-12-2019
aaaaaaaaaa
(English) Postponement of programme of AITT & DST scheduled in Jan.2020
୨୦ 4843 29-11-2019
aaaaaaaaaa
(English) Submission of Grievance on Selection of TTCs for AITT January-2020
୨୧ 4839 28-11-2019
aaaaaaaaaa
(English) Notice to defaulter ITIs for deposit of Registration Fess of August 2018 Academic Session
୨୨ 4769 21-11-2019
aaaaaaaaaa
(English) Program Schedule for AITT(semester DST and Annual System) under CTS scheduled in January 2020
୨୩ 4766 20-11-2019
aaaaaaaaaa
(English) Notice for deposit of OMR Packets, ED Sheets and Mark foils of SCVT Examination
୨୪ 4731 15-11-2019
aaaaaaaaaa
(English) Affixing of Facsimile Signature of Secretary, NCVT on the NTC of CoE(BBBT & Adv.Module) and NACs regarding
୨୫ 4716 13-11-2019
aaaaaaaaaa
(English) Activity schedule for conduct of forthcoming AITT under ATS -regarding
୨୬ 4557(13) 29-10-2019
aaaaaaaaaa
(English) Affixing of Facsimile Signature of secretary NCVT on the NTCs(COE) & NAC regarding
୨୭
aaaaaaaaaa
(English) Bill of Materials for 4th semester SCVT PATTERN PRACTICAL EXAMINATION NOV-2019
୨୮
aaaaaaaaaa
(English) Bill of Materials for 3rd semester SCVT PATTERN PRACTICAL EXAMINATION NOV-2019
୨୯
aaaaaaaaaa
(English) Bill of Materials for 2nd semester SCVT PATTERN PRACTICAL EXAMINATION NOV-2019
୩୦
aaaaaaaaaa
(English) Bill of Materials for 1st Year SCVT PATTERN PRACTICAL EXAMINATION NOV-2019
୩୧
aaaaaaaaaa
(English) Bill of Materials for 1st semester SCVT PATTERN PRACTICAL EXAMINATION NOV-2019
୩୨ 4657(5) 05-11-2019
aaaaaaaaaa
(English) Appointment of centre supervisor for SCVT pattern examination NOV-2019
୩୩
aaaaaaaaaa
(English) Receive of Blank OMR and ED sheets from SCTE&VT for SCVT pattern examination Nov-2019
୩୪
aaaaaaaaaa
(English) Practical Examiner for SCVT pattern examination Nov-2019
୩୫
aaaaaaaaaa
(English) Declaration of Trade Testing Centre(TTC) for both Practical & Theory of SCVT pattern examination Nov-2019
୩୬ 4558 29-10-2019
aaaaaaaaaa
(English) Notice regarding extension of date for form fill-up of SCVT pattern Examination
୩୭ 4552 28-10-2019
aaaaaaaaaa
Ad
୩୮ 4491 23-10-2019
aaaaaaaaaa
(English) Notice Relating to Collection of Transcript fee
୩୯ 4497 23-10-2019
aaaaaaaaaa
(English) Notice regarding Non collection of Form fill up fee in respect of AITT(Apprenticeship)
୪୦ 4472 22-10-2019
aaaaaaaaaa
(English) Form fill-up Programme for trainees admitted under SCVT Pattern examination.
୪୧ 4358 14-10-2019
aaaaaaaaaa
ବର୍ଷ ୨୦୧୩ରେ ନାମ ଲେଖାଇଥିବା ପ୍ରଶିକ୍ଷାର୍ଥୀଙ୍କୁ ତାଙ୍କ ପ୍ରାପ୍ୟ ଇ- ଏନ.ଟି.ସି. ପ୍ରଦାନ କରିବା
୪୨ 4341 10-10-2019
aaaaaaaaaa
ଡି.ଜି.ଟି.ଙ୍କୁ ସମସ୍ତ ପ୍ରକାର ପ୍ରାକୃତିକ ପ୍ରମାଣପତ୍ର ପ୍ରଦାନ କରିବା ନିମନ୍ତେ ସ୍ମାରକ ସୂଚନା
୪୩ 4270 30-09-2019
aaaaaaaaaa
(English) Notice for issue of pending physical NTC & NAC by DGT as a last chance
୪୪ 4083 11-09-2019
aaaaaaaaaa
ଏ.ଆଇ.ଟି.ଟି. ଜୁଲାଇ/ଅଗଷ୍ଟ ୨୦୧୯ (ସି.ଟି.ଏସ୍‌., ଡି.ଟି.ଏସ୍‌. ଓ ସି.ଓ.ଇ.)ର ଯାନ୍ତ୍ରିକ ନକ୍ସା ଅଙ୍କନ ଉତ୍ତର ଖାତା ଗୁଡ଼ିକର ମୂଲ୍ୟାୟନ ।
୪୫ 4054 06-09-2019
aaaaaaaaaa
ଏ.ଆଇ.ଟି.ଟି. ଜୁନ ୨୦୧୯ ବାର୍ଷିକ ପାଠ୍ୟକ୍ରମ ଅନୁଯାୟୀ ପରୀକ୍ଷା ଦେଇଥିବା ପ୍ରଶିକ୍ଷାର୍ଥୀମାନଙ୍କ ଉପସ୍ଥାନ ଏବଂ ସେମିଷ୍ଟାର ପ୍ରଣାଳୀର ପ୍ରାୟୋଗିକ ମାର୍କ ଦରଜ କରିବା ।
୪୬ 3761 13-08-2019
aaaaaaaaaa
ଏ.ଆଇ.ଟି.ଟି. ଜୁଲାଇ/ଅଗଷ୍ଟ ୨୦୧୯ ର ଅନଲାଇନ ପରୀକ୍ଷାର ସୂଚୀ
୪୭ 13-08-2019
aaaaaaaaaa
ସମସ୍ତ ଆଇ.ଟି.ଆଇ ଏ.ଆଇ.ଟି.ଟି ଓ ଡି.ଏସ.ଟି ଢାଞ୍ଚାର ଜୁନ-୨୦୧୯ ନିମନ୍ତେ ସୈଦ୍ଧାନ୍ତିକ ଓ ପ୍ରାୟୋଗିକ ଉପସ୍ଥାନ ୧୬.୦୮.୨୦୧୯ ସୁଦ୍ଧା ବିଦ୍ୟାର୍ଥୀ ପୋର୍ଟାଲରେ ଅଦ୍ୟତନ କରିବେ।
୪୮ 3658 02-08-2019
aaaaaaaaaa
୨୦୧୯ ଜୁଲାଇରେ ସେମିଷ୍ଟର ପରୀକ୍ଷା ଦେଇଥିବା ପ୍ରଶିକ୍ଷାର୍ଥୀମାନଙ୍କ ପ୍ରାୟୋଗିକ ଓ ସିଦ୍ଧାନ୍ତ ପରୀକ୍ଷାରେ ଉପସ୍ଥାନ, ଓ.ଏମ୍‌.ଆର୍‌. ସଂଖ୍ୟା ଦରଜ କରିବା
୪୯ 3583 30-07-2019
aaaaaaaaaa
ଆବଣ୍ଟିତ ନୋଡ଼ାଲ କେନ୍ଦ୍ରଗୁଡ଼ିକରେ – ଏ.ଆଇ.ଟି.ଟି. ଜୁଲାଇ ୨୦୧୯ର ସିଲ ହୋଇଥିବା ଓ.ଏମ୍‌.ଆର୍‌. ପ୍ୟାକେଟ, ଇ.ଡ଼ି. ଖାତା ଗୁଡ଼ିକ ପ୍ରତି ଦିନ ଜମା କରିବା ।
୫୦ 3577 29-07-2019
aaaaaaaaaa
ଏ.ଆଇ.ଟି.ଟି. – ଜୁଲାଇ -୨୦୧୯ ସିଦ୍ଧାନ୍ତ ପରୀକ୍ଷା ନିମନ୍ତେ କେନ୍ଦ୍ର ଅଧିକ୍ଷକ ମାନଙ୍କ ଘୋଷଣା
୫୧ 3567 26-07-2019
aaaaaaaaaa
ନୋଡ଼ାଲ କେନ୍ଦ୍ରରେ ଏ.ଆଇ.ଟି.ଟି. – ଜୁଲାଇ -୨୦୧୯ର ପ୍ରାୟୋଗିକ କାର୍ଯ୍ୟଗୁଡ଼ିକ ଜମା କରିବା
୫୨ 3462 24-07-2019
aaaaaaaaaa
ଓ.ଏମ.ଆର ଓ ଇ.ଡି ନିମନ୍ତେ ଏ.ଆଇ.ଟି.ଟି ଫର୍ମପୂରଣ ବାବଦ ଦେୟ ଦାଖଲ କରିନଥିବା ଖିଲାପୀ ଆଇ.ଟି.ଆଇ/ଆଇ.ଟି.ସି ମାନଙ୍କୁ ଚେତାବନୀ।
୫୩ 3394 20-07-2019
aaaaaaaaaa
ସି.ଟି.ଏସ୍‌. (ବାର୍ଷିକ/ସେମିଷ୍ଟାର ପ୍ରଣାଳୀ) ଅଧିନରେ ଏ.ଆଇ.ଟି.ଟି. ନିମନ୍ତେ ହଲ ଟିକେଟ ବଣ୍ଟନ ନିମନ୍ତେ ସଂଶୋଧିତ କାର୍ଯ୍ୟ ସୂଚୀ।
୫୪ 3373 19-07-2019
aaaaaaaaaa
ଡି.ଏସ୍‌.ଟି. ବ୍ୟବସ୍ଥା ନିମନ୍ତେ ଏ.ଆଇ.ଟି.ଟି. ଜୁନ ୨୦୧୯ ର କେନ୍ଦ୍ରସୂଚୀ।
୫୫ 3362 18-07-2019
aaaaaaaaaa
ଏ.ଆଇ.ଟି.ଟି. ଜୁଲାଇ ୨୦୧୯ ର ପ୍ରାୟୋଗିକ ପରୀକ୍ଷାଗୁଡ଼ିକର ଭିଡ଼ିଓଗ୍ରାଫି ସମ୍ପର୍କିୟ ଏସ.ସି.ଟି.ଇ.ଭି.ଟି ଦ୍ୱାରା ଜାରି ବିଜ୍ଞାପନ ସଂଖ୍ୟା ୩୩୧୦ ତାରିଖ ୧୫.୦୭.୨୦୧୯ର ପ୍ରତ୍ୟାହାର ।
୫୬ 3360 18-07-2019
aaaaaaaaaa
ଏ.ଆଇ.ଟି.ଟି. ଜୁଲାଇ ୨୦୧୯ ର ପ୍ରାୟୋଗିକ ପରୀକ୍ଷାଗୁଡ଼ିକ ନିମନ୍ତେ କେନ୍ଦ୍ର ଅଧିକ୍ଷକମାନଙ୍କ ନିଯୁକ୍ତି ।
୫୭ 3354 18-07-2019
aaaaaaaaaa
ଆଇ.ଟି.ଆଇ. ଗୁଡ଼ିକରେ ପ୍ରଥମ ବର୍ଷ (ଉଭୟ ସି.ଟି.ଏସ୍‌. ଓ ଡି.ଟି.ଏସ୍‌. )/୪ର୍ଥ ସେମିଷ୍ଟାର ପ୍ରଶିକ୍ଷାର୍ଥୀମାନଙ୍କ ନିମନ୍ତେ ଏ.ଆଇ.ଟି.ଟି. ଜୁନ ୨୦୧୯ ର ପ୍ରାୟୋଗିକ ପରୀକ୍ଷାଗୁଡ଼ିକର ସଂଚାଳନ ନିମନ୍ତେ ପରୀକ୍ଷକମାନଙ୍କ ନିଯୁକ୍ତି
୫୮ 16-07-2019
aaaaaaaaaa
ଏ.ଆଇ.ଟି.ଟି. ଜୁନ ୨୦୧୯ ର ମିସ୍ତ୍ରୀ-ଡି.ଟି.ପି.ଓ.-ଫଟୋଗ୍ରାଫର ପାଠ୍ୟକ୍ରମ ନିମନ୍ତେ ସାମଗ୍ରୀଗୁଡ଼ିକର ବିଲ
୫୯ MSDE-18011/12/CTS 15-07-2019
aaaaaaaaaa
ଏ.ଆଇ.ଟି.ଟି. ଜୁଲାଇ ୨୦୧୯ର ପ୍ରାୟୋଗିକ ପରୀକ୍ଷାଗୁଡ଼ିକର ଭିଡ଼ିଓଗ୍ରାଫି ଉପରେ ନୋଟିସ୍‌
୬୦ 3282(7) 09-07-2019
aaaaaaaaaa
କାରିଗର ମାନଙ୍କ ନିମନ୍ତେ ‘‘ଉତ୍କର୍ଷ କେନ୍ଦ୍ର’’ ଯୋଜନା ଅଧିନରେ ୨୬.୦୮.୨୦୧୯ ଠାରୁ ୩୧.୦୮.୨୦୧୯ ପର୍ଯ୍ୟନ୍ତ ବିସ୍ତୃତ କାର୍ଯ୍ୟକ୍ରମ ଆୟୋଜିତ ହେବ ।
୬୧ MSDE-18011/12/CTS 05-07-2019
aaaaaaaaaa
ଏ.ଆଇ.ଟି.ଟି. ଜୁନ୍‌ ୨୦୧୯ ନିମନ୍ତେ ଶେଷ ପର୍ଯ୍ୟାୟ ଫର୍ମ ପୂରଣ କାର୍ଯ୍ୟକ୍ରମ ।
୬୨ 3234 05-07-2019
aaaaaaaaaa
ଏ.ଆଇ.ଟି.ଟି. ଜୁନ୍‌ ୨୦୧୯ ପରୀକ୍ଷା ନିକନ୍ତେ ଫର୍ମ ପୂରଣ ବାବଦ ଦେୟ ଦାଖଲ ନିମନ୍ତେ ସୂଚନା ।
୬୩ 3227 02-07-2019
aaaaaaaaaa
ତା.୦୯.୦୭.୨୦୧୯ରିଖରୁ ତା.୧୩.୦୭.୨୦୧୯ରିଖ ପର୍ଯ୍ୟନ୍ତ କାରିଗର ମାନଙ୍କ ନିମନ୍ତେ ୫୫ତମ ଅଖିଳ ଭାରତ କୌଶଳ ପ୍ରତିଯୋଗିତା କାର୍ଯ୍ୟକ୍ରମର ଆ​‌ୟୋଜନ।
୬୪ MSDE-18011/06/Exam/MIS 01-07-2019
aaaaaaaaaa
ଅଗଷ୍ଟ ୨୦୧୯ ଓ ଜୁଲାଇ ୨୦୧୯ ଶିକ୍ଷାବର୍ଷ ନିମନ୍ତେ ନିର୍ଦ୍ଧାରିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ।
୬୫ MSDE-18011/12/CTS 25-06-2019
aaaaaaaaaa
ଏ.ଆଇ.ଟି.ଟି. ଜୁନ ୨୦୧୯ ରୁ ତା.୨୨.୦୭.୨୦୧୯ରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବା ନୋଟିସ
୬୬ 2106 21-06-2019
aaaaaaaaaa
ବକେୟା ଫର୍ମ ପୂରଣ କାର୍ଯ୍ୟକଳାପ ନିମନ୍ତେ ଏନ୍‌.ସି.ଭି.ଟି.ର ଏମ୍‌.ଆଇ.ଏସ୍‌. ପୋର୍ଟାଲ ପୁନଃ ଖୋଲିବା ସଂକ୍ରାନ୍ତିୟ ବିଜ୍ଞପ୍ତି।
୬୭ 21-06-2019
aaaaaaaaaa
ଇଲେକ୍ଟ୍ରିସିଆନ୍‌ ପାଠ୍ୟକ୍ରମର ୪ର୍ଥ ସେମିଷ୍ଟାର ନିମନ୍ତେ ସାମଗ୍ରୀଗୁଡ଼ିକର ସଂଶୋଧିତ ଚିଠା
୬୮ 2104 20-06-2019
aaaaaaaaaa
ଇମେଲ ମାଧ୍ୟମରେ ଏ.ଆଇ.ଟି.ଟି. ଜୁନ୍‌ ୨୦୧୯ ର ପ୍ରାୟୋଗିକ ପରୀକ୍ଷାଗୁଡ଼ିକ ନିମନ୍ତେ ପରିଷଦ ଦ୍ୱାରା ସାମଗ୍ରୀଗୁଡ଼ିକର ବିଲ୍‌ ବିତରଣ ଉପରେ ବିଜ୍ଞପ୍ତି ।
୬୯ 2072 13-06-2019
aaaaaaaaaa
୨୦୧୯ ପରୀକ୍ଷାର ଗୋପନୀୟ କାର୍ଯ୍ୟ ନିର୍ଦ୍ଦେଶ
୭୦ 2066 13-06-2019
aaaaaaaaaa
କାରିଗର ମାନଙ୍କ ନିମନ୍ତେ ଶିଳ୍ପୀ ପ୍ରଶିକ୍ଷଣ ଯୋଜନା ଅଧିନରେ (ପ୍ରଶିକ୍ଷଣର ଦ୍ୱୈତ ପ୍ରଣାଳୀ) ୧ମ ଓ ୨ୟ ବର୍ଷ ଏ.ଆଇ.ଟି.ଟି ପରୀକ୍ଷା ନିମନ୍ତେ ଫର୍ମ ପୂରଣ ସଂକ୍ରାନ୍ତିୟ ସୂଚନା ।
୭୧ MSDE-18011/12/CTS 06-06-2019
aaaaaaaaaa
ଏ.ଆଇ.ଟି.ଟି. ଜୁନ ୨୦୧୯ର ସେମିଷ୍ଟାର, ବାର୍ଷିକ ଓ ଡି.ଏସ୍‌. ଟି. ପ୍ରଣାଳୀ ପରୀକ୍ଷାଗୁଡ଼ିକ ନିମନ୍ତେ ଫର୍ମ ପୂରଣ ତାରିଖର ବୃଦ୍ଧି
୭୨ 1934 04-06-2019
aaaaaaaaaa
ଆଇ.ଏ.ଟି.ଟି. ଜୁନ୍‌ ୨୦୧୯ ଅନ୍‌-ଲାଇନ ଓ ଅଫ୍‌-ଲାଇନ ପରୀକ୍ଷାର ଆୟୋଜନ ଉପରେ ସ୍ପଷ୍ଟୀକରଣ।
୭୩ 01-06-2019
aaaaaaaaaa
ବକେୟା ଫର୍ମ ପୂରଣ କାର୍ଯ୍ୟକ୍ରମ ନିମନ୍ତେ ସମସ୍ତ ସରକାରୀ ଓ ଘରୋଇ ଆଇ.ଟି.ଆଇ ମାନଙ୍କୁ ଏହା ଦ୍ୱାରା ସୂଚନା ଦିଆଯାଉଛି କି ଏନ.ସି.ଭି.ଟି ଏମ.ଆଇ.ଏସ ପୋର୍ଟାଲ ୦୩.୦୬.୨୦୧୯ ପର୍ଯ୍ୟନ୍ତ ଖୋଲା ରହିବ।
୭୪ MSDE-18011/08/CTS 31-05-2019
aaaaaaaaaa
ସଂଶୋଧିତ ପରୀକ୍ଷା କାର୍ଯ୍ୟକ୍ରମ ସହିତ ଏ.ଆଇ.ଟି.ଟି ଜୁନ-୨୦୧୯ରୁ ଜୁଲାଇ ୨୦୧୯ ପର୍ଯ୍ୟନ୍ତ ସ୍ଥଗିତ ରହିବା ସଂକ୍ରାନ୍ତିୟ ସୂଚନା ।
୭୫
aaaaaaaaaa
ଏ.ଆଇ.ଟି.ଟି. ଜୁନ ୨୦୧୯ ନିମନ୍ତେ ସି.ଟି.ଏସ. ଅନ୍ତର୍ଗତ ସେମିଷ୍ଟାର ପ୍ରଣାଳୀ ଓ ଡି.ଏସ୍‌.ଟି. ପ୍ରଣାଳୀ ଅନୁଯାୟୀ ସଂଶୋଧିତ କାର୍ଯ୍ୟକ୍ରମ ।
୭୬
aaaaaaaaaa
ସି.ଟି.ଏସ୍‌.ର ବାର୍ଷିକ ବ୍ୟବସ୍ଥା ଅଧିନରେ ଏ.ଆଇ.ଟି.ଟି. ଜୁନ ୨୦୧୯ର ସଂଶୋଧିତ ପରୀକ୍ଷା କାର୍ଯ୍ୟକ୍ରମ ।
୭୭
aaaaaaaaaa
ଜୁନ ୨୦୧୯ ନିମନ୍ତେ ସି.ଟି.ଏସ୍‌. ସୂଚୀ ଅଧିନରେ ଏ.ଆଇ.ଟି.ଟି.ର ବାର୍ଷିକ ବ୍ୟବସ୍ଥା ଅଧିନରରେ ୧ମ ଓ.ଏମ୍‌.ଆର୍‌. ନିମନ୍ତେ ମାର୍ଗଦର୍ଶିକା
୭୮ 1788 27-05-2019
aaaaaaaaaa
ବନ୍ୟା ପ୍ରପୀଡ଼ିତ ଜିଲ୍ଲା ମାନଙ୍କୁ ଏ.ଆଇ.ଟି.ଟି ଜୁନ ୨୦୧୯ ପରୀକ୍ଷାର ଆୟୋଜନ ନିମନ୍ତେ ପ୍ରସ୍ତୁତି ଉପରେ ପତ୍ର ।
୭୯ 1763 25-05-2019
aaaaaaaaaa
ଏ.ଆଇ.ଟି.ଟି. ଜୁନ୍‌ ୨୦୧୯ କେନ୍ଦ୍ରସୂଚୀ ସମ୍ପର୍କିୟ ବିଜ୍ଞପ୍ତି।
୮୦ 1763 25-05-2019
aaaaaaaaaa
(English) Centre List of AITT June 2019
୮୧ 1731 22-05-2019
aaaaaaaaaa
ଜୁନ ୨୦୧୯ ଏ.ଆଇ.ଟି.ଟି ବ୍ୟବହାରିକ ପରୀକ୍ଷକଙ୍କ ନିଯୁକ୍ତି ନିମନ୍ତେ ସି.ଏ.ଟି.ଓ/ଏ.ଟି.ଓ./ଟି.ଓ ତାଲିକା ପ୍ରଦାନ କରିବା ।
୮୨ 1703 18-05-2019
aaaaaaaaaa
ଗ୍ରୀଷ୍ମକାଳୀନ ପରୀକ୍ଷା ୨୦୧୯ ଗୁଡ଼ିକ ନିମନ୍ତେ ଗୋପନୀୟ କାର୍ଯ୍ୟାଦେଶ( ଦ୍ୱିତୀୟ ପର୍ଯ୍ୟାୟ) । ୨୦୧୯ ପରୀକ୍ଷା ଗୁଡ଼ିକ ନିମନ୍ତେ ଗୋପନୀୟ କାର୍ଯ୍ୟାଦେଶ ।
୮୩
aaaaaaaaaa
ଗ୍ରୀଷ୍ମକାଳୀନ ୨୦୧୯ ପରୀକ୍ଷା ଗୁଡ଼ିକ ନିମନ୍ତେ ଗୋପନୀୟ କାର୍ଯ୍ୟାଦେଶ ।
୮୪
aaaaaaaaaa
ବାର୍ଷିକ ଢାଞ୍ଚାର ପ୍ରଶିକ୍ଷାର୍ଥୀଙ୍କ ପାଇଁ ଏ.ଆଇ.ଟି.ଟି ଜୁନ ୨୦୧୯ ଆୟୋଜନ ନିମନ୍ତେ ଡି.ଜି.ଟି ତରଫରୁ ସୂଚନା ।
୮୫
aaaaaaaaaa
ସି.ଟି.ଏସ ଅନ୍ତର୍ଗତ ବାର୍ଷିକ ବ୍ୟବସ୍ଥା ନିମନ୍ତେ ଏ.ଆଇ.ଟି.ଟି ଜୁନ ୨୦୧୯ର ସଂଶୋଧିତ ପରୀକ୍ଷା କାର୍ଯ୍ୟସୂଚୀ ।
୮୬
aaaaaaaaaa
ସି.ଟି.ଏସ ଅନ୍ତର୍ଗତ ସେମିଷ୍ଟର ଓ ଡି.ଏସ.ଟି ବ୍ୟବସ୍ଥା ନିମନ୍ତେ ଏ.ଆଇ.ଟି.ଟି ଜୁନ ୨୦୧୯ର ସଂଶୋଧିତ ପରୀକ୍ଷା କାର୍ଯ୍ୟସୂଚୀ ।
୮୭
aaaaaaaaaa
୧୦.୦୬.୨୦୧୯ଠାରୁ ସି.ଟି.ଏସ. ଅଧିନସ୍ଥ ଆରମ୍ଭ ହେଉଥିବା ଓ.ଏମ.ଆର. ଆଧାରିତ ଏ.ଆଇ.ଟି.ଟି ନିମନ୍ତେ ମାର୍ଗଦର୍ଶିକା ।
୮୮
aaaaaaaaaa
ଏ.ଆଇ.ଟି.ଟି ଜାନୁଆରୀ ୨୦୧୯ ନିମନ୍ତେ କେନ୍ଦ୍ର ଟ୍ୟାଗିଂ ନିମନ୍ତେ ଆଇ.ଟି.ଆଇ ମାନଙ୍କଠାରୁ ଆପତ୍ତି/ଅଭିଯୋଗ ଆମନ୍ତ୍ରଣ ।
୮୯
aaaaaaaaaa
ସିସ୍କୋ ନେଟ ଶିକ୍ଷା ପାଠ୍ୟକ୍ରମ ନିମନ୍ତେ ପଞ୍ଜିକରଣ ।
୯୦
aaaaaaaaaa
ଆଇ.ଟି.ଆଇ ମାନଙ୍କ ଦ୍ୱାରା ପ୍ରଶିକ୍ଷାର୍ଥୀଙ୍କୁ ସେମାନଙ୍କ ଉପସ୍ଥାନ ପ୍ରଦାନ ନିମନ୍ତେ ବିଜ୍ଞାପନ ।
୯୧
aaaaaaaaaa
ଖିଲାପୀ ଆଇ.ଟି.ଆଇ ମାନଙ୍କର ଜାନୁଆରୀ ୨୦୧୯ ଏ.ଆଇ.ଟି.ଟି ବ୍ୟବହାରିକ ତଥା ଇ.ଡି ମାର୍କ ଏନ.ସି.ଭି.ଟି. ଏମ.ଆଇ.ଏସ ପୋର୍ଟାଲରେ ଅପଲୋଡ ନ କରିବା ।
୯୨
aaaaaaaaaa
ଏନ.ସି.ଭି.ଟି. ଏମ.ଆଇ.ଏସ ପୋର୍ଟାଲରେ ପ୍ରଶିକ୍ଷାର୍ଥୀଙ୍କ ବିବରଣୀ ଅନୁଧ୍ୟାନ ଶେଷ କରିବା ସମ୍ବନ୍ଧୀୟ ବିଜ୍ଞାପନ ।
୯୩
aaaaaaaaaa
ଅନଲାଇନ ଓ ଅଫଲାଇନ ଏ.ଆଇ.ଟି.ଟି ପରୀକ୍ଷାରେ ଅଂଶ ଗ୍ରହଣ କରୁଥିବା ଆଇ.ଟି.ଆଇ ମାନଙ୍କ ଦ୍ୱାରା ଟି.ଟି.ସିଙ୍କୁ କେନ୍ଦ୍ର ବାବଦ ଦେୟ ପୈଠ ।
୯୪
aaaaaaaaaa
କୌଶଳ ବିକାଶ, ସୂଚନା ପ୍ରଯୁକ୍ତିରେ ଶିକ୍ଷା ତଥା ଓଡ଼ିଶାର ଯୁବ ସମାଜ ପାଇଁ ସିସ୍କୋ ଦ୍ୱାରା ସରକାରୀ ପଲିଟେକ୍ନିକ ଓ ଆଇ.ଟି.ଆଇ ଗୁଡ଼ିକର ଅଧ୍ୟକ୍ଷ ମାନଙ୍କୁ ସିସ୍କୋ-ଅଭିମୁଖୀ କରିବା
୯୫
aaaaaaaaaa
ଏନ.ସି.ଭି.ଟି.ର ଏମ.ଆଇ.ଏସ ପୋର୍ଟାଲରେ ଖିଲାପୀ ଆଇ.ଟି.ସିଙ୍କ ଅଦ୍ୟତନ ତାଲିକା ଯେଉଁ ଥିରେ ଜାନୁଆରୀ ୨୦୧୯ ଏ.ଆଇ.ଟି.ଟିର କେତେକ ବ୍ୟବହାରିକ ଓ ଇ.ଡି ମାର୍କ ଅପଲୋଡ କରାହେବ ନାହିଁ।
୯୬
aaaaaaaaaa
ଖିଲାପୀ ଆଇ.ଟି.ଆଇ ଯେଉଁ ମାନଙ୍କର ବ୍ୟବହାରିକ ଓ ଇ.ଡି ମାର୍କ ଅପଲୋଡ ହେବ ନାହଁହ ସେ ସମ୍ବନ୍ଧୀୟ ସୂଚନା ।
୯୭
aaaaaaaaaa
ଏ.ଆଇ.ଟି.ଟି ଜାନୁଆରୀ ୨୦୧୯ର ବ୍ୟବହାରିକ ଓ ଇ.ଡି ମାର୍କ ଅପଲୋଡ କରିବା ସମ୍ବନ୍ଧରେ ଡି.ଜି.ଟି ନୁଆ ଦିଲ୍ଲୀଙ୍କ ନିର୍ଦ୍ଦେଶାବଳୀ
୯୮
aaaaaaaaaa
ଏସ.ସି.ଭି.ଟି ଢାଞ୍ଚାରେ ଜାନୁଆରୀ ୨୦୧୯ର ବ୍ୟବହାରିକ ପରୀକ୍ଷା ସ୍ଥଗିତ ରହିବା ସମ୍ବନ୍ଧୀୟ ସୂଚନା
୯୯
aaaaaaaaaa
ଏ.ଆଇ.ଟି.ଟି ଜାନୁଆରୀ ୨୦୧୯ର ବ୍ୟବହାରିକ ମାର୍କ ଓ ବକେୟା ଉପସ୍ଥାନ କାର୍ଯ୍ୟ ଶେଷ କରିବା ନିମନ୍ତେ ସମୟସୀମା ବୃଦ୍ଧି ।
୧୦୦
aaaaaaaaaa
ଜାନ-ଫେବୃୟାରୀ ୨୦୧୯ ଏ.ଆଇ.ଟି.ଟି ଅନଲାଇନ ପରୀକ୍ଷା କାର୍ଯ୍ୟସୂଚୀର ବିଜ୍ଞପ୍ତି ।
୧୦୧
aaaaaaaaaa
ଅଗଷ୍ଟ ୨୦୧୮ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ଶିକ୍ଷାର୍ଥୀଙ୍କ ନିମନ୍ତେ ଜୁନ ୨୦୧୯ରେ ହେବାକୁ ଥିବା ଏ.ଆଇ.ଟି.ଟି ଅନଲାଇନ ପରୀକ୍ଷା ସମ୍ବନ୍ଧରେ ସ୍ପଷ୍ଟିକରଣ
୧୦୨
aaaaaaaaaa
ସି.ଓ.ଇ.(ବି.ବି.ବି.ଟି) ନିମନ୍ତେ ଫର୍ମ ପୂରଣ ସୂଚନା ତଥା ଉନ୍ନତ ଶିକ୍ଷା୍ର୍ଥୀ ମାପାଙ୍କ
୧୦୩
aaaaaaaaaa
ଏ.ଆଇ.ଟି.ଟିର ସମସ୍ତ ଆଇ.ଟି.ଆଇ ଓ ଟି.ଟି.ସି ମାନଙ୍କୁ ଜାନୁଆରୀ ୨୦୧୯ ଠାରୁ ପ୍ରାକ୍ଟିକାଲ ଓ ଥିଓରୀ ଉପସ୍ଥାନ ତଥା ଓ.ଏମ.ଆର. ସଂଖ୍ୟା ବିଦ୍ୟାର୍ଥୀ ପୋର୍ଟାଲରେ ପ୍ରଦର୍ଶିତ କରିବା ନିମନ୍ତେ ସୂଚନା
୧୦୪
aaaaaaaaaa
ଜାନୁଆରୀ/ଫେବୃଆରୀ ୨୦୧୯ରେ ଏସ.ସି.ଭି.ଟି ଢାଞ୍ଚାରେ ପରୀକ୍ଷା ନିମନ୍ତେ ଫର୍ମପୂରଣ କାର୍ଯ୍ୟକ୍ରମ
୧୦୫
aaaaaaaaaa
ଯାନ୍ତ୍ରିକ ଅଙ୍କନ ଖାତା ଗୁଡ଼ିକର ମୂଲ୍ୟାୟନ ନିମନ୍ତେ ଅଧ୍ୟାପକ ତାଲିକା
୧୦୬
aaaaaaaaaa
ଏ.ଆଇ.ଟି.ଟି ମାର୍ଚ୍ଚ ୨୦୧୯ ଅନଲାଇନ୍‌ ପରୀକ୍ଷାରେ ଭାଗ ନେଉଥିବା ପି.ଡବ୍ଲୁ.ଡି ଶିକ୍ଷାର୍ଥୀଙ୍କ ତାଲିକା ପ୍ରଦାନ ନିମନ୍ତେ ଆଇ.ଟି.ଆଇ ମାନଙ୍କୁ ବିଜ୍ଞପ୍ତି
୧୦୭
aaaaaaaaaa
ପ୍ରଥମ ସେମିଷ୍ଟରର ଅନଲାଇନ ଏ.ଆଇ.ଟି.ଟି ଫର୍ମପୂରଣ ତାଲିକା
୧୦୮
aaaaaaaaaa
ଦ୍ୱିତୀୟ ସେମିଷ୍ଟରର ଅନଲାଇନ ଏ.ଆଇ.ଟି.ଟି ଫର୍ମପୂରଣ ତାଲିକା
୧୦୯
aaaaaaaaaa
ତୃତୀୟ ସେମିଷ୍ଟରର ଅନଲାଇନ ଏ.ଆଇ.ଟି.ଟି ଫର୍ମପୂରଣ ତାଲିକା
୧୧୦
aaaaaaaaaa
ଚତୁର୍ଥ ସେମିଷ୍ଟରର ଅନଲାଇନ ଏ.ଆଇ.ଟି.ଟି ଫର୍ମପୂରଣ ତାଲିକା
୧୧୧
aaaaaaaaaa
ଜାନୁଆରୀ ୨୦୧୯ ପ୍ରଥମ ସେମିଷ୍ଟର ଏ.ଆଇ.ଟି.ଟି ପରୀକ୍ଷାର କ୍ରମ ତାଲିକା-ଚୁଡ଼ାନ୍ତ ତାଲିକା
୧୧୨
aaaaaaaaaa
ଜାନୁଆରୀ ୨୦୧୯ ଦ୍ୱିତୀୟ ସେମିଷ୍ଟର ଏ.ଆଇ.ଟି.ଟି ପରୀକ୍ଷାର କ୍ରମ ତାଲିକା-ଚୁଡ଼ାନ୍ତ
୧୧୩
aaaaaaaaaa
ଜାନୁଆରୀ ୨୦୧୯ ତୃତୀୟ ସେମିଷ୍ଟର ଏ.ଆଇ.ଟି.ଟି ପରୀକ୍ଷାର କ୍ରମ ତାଲିକା-ଚୁଡ଼ାନ୍ତ ତାଲିକା
୧୧୪
aaaaaaaaaa
ଚତୁର୍ଥ ସେମିଷ୍ଟରର ଅନଲାଇନ ଏ.ଆଇ.ଟି.ଟି ଫର୍ମପୂରଣ ତାଲିକା
୧୧୫
aaaaaaaaaa
ପରିଷଦର ନିୟୋଜିତ କର୍ମଚାରୀଙ୍କୁ ପରୀକ୍ଷା ସାମଗ୍ରୀ ହସ୍ତାନ୍ତର କରିବା ନିମନ୍ତେ ନୋଡାଲ କେନ୍ଦ୍ର ମାନଙ୍କୁ ବିଜ୍ଞପ୍ତି
୧୧୬
aaaaaaaaaa
ଯେଉଁ ଟି.ଟି.ସି ପୋର୍ଟାଲରୁ ବିସ୍ତୃତ ତାଲିକା, ପ୍ୟାକିଂ ସ୍ଲିପ ମୁଦ୍ରଣ କରିନପାରିବେ ସେମାନେ ତାହା ହାତରେ ଲେଖି ପ୍ରସ୍ତୁତ କରିବେ
୧୧୭
aaaaaaaaaa
ଜାନୁଆରୀ ୨୮.୦୧.୨୦୧୯ ସୁଦ୍ଧା ଏ.ଆଇ.ଟି.ଟି ପ୍ରଥମ ସେମିଷ୍ଟରର ଅଦ୍ୟତନ କ୍ରମ ତାଲିକା
୧୧୮
aaaaaaaaaa
୨୮.୦୧.୨୦୧୯ ସୁଦ୍ଧା ଏ.ଆଇ.ଟି.ଟି ଦ୍ୱିତୀୟ ସେମିଷ୍ଟରର ଅଦ୍ୟତନ କ୍ରମ ତାଲିକା
୧୧୯
aaaaaaaaaa
୨୮.୦୧.୨୦୧୯ ସୁଦ୍ଧା ଏ.ଆଇ.ଟି.ଟି ତୃତୀୟ ସେମିଷ୍ଟରର ଅଦ୍ୟତନ କ୍ରମ ତାଲିକା
୧୨୦
aaaaaaaaaa
୨୮.୦୧.୨୦୧୯ ସୁଦ୍ଧା ଏ.ଆଇ.ଟି.ଟି ଚତୁର୍ଥ ସେମିଷ୍ଟରର ଅଦ୍ୟତନ କ୍ରମ ତାଲିକା
୧୨୧
aaaaaaaaaa
ବିଷୟ ପରୀକ୍ଷା କେନ୍ଦ୍ର (ଟି.ଟି.ସି) ଗୁଡ଼ିକର ସଂଶୋଧନ
୧୨୨
aaaaaaaaaa
ଏ.ଆଇ.ଟି.ଟି ଜାନୁଆରୀ/ଫେବୃୟାରୀ ୨୦୧୯ ଥିଓରୀ ପରୀକ୍ଷା ନିମନ୍ତେ ମାର୍ଗଦର୍ଶନ
୧୨୩
aaaaaaaaaa
ଟି.ଟି.ସି ମାନଙ୍କ ଦ୍ୱାରା କ୍ଷମତାପ୍ରାପ୍ତ ବ୍ୟାଙ୍କ ଗୁଡ଼ିକୁ ସ୍ପିଡପୋଷ୍ଟ ଦ୍ୱାରା ପ୍ରେରଣ କରାଯାଇଥିବା ପ୍ରଶ୍ନପତ୍ର ଗୁଡ଼ିକର ଅବସ୍ଥିତି ଜାଣିବା ନିମନ୍ତେ ବିଜ୍ଞପ୍ତି।
୧୨୪
aaaaaaaaaa
ଡି.ଜି.ଟି, ନୁଆଦିଲ୍ଲୀ ଦ୍ୱାରା ପ୍ରେରିତ ପ୍ରଶ୍ନପତ୍ର ଗୁଡ଼ିକର ସ୍ପିଡପୋଷ୍ଟ ବିବରଣୀ
୧୨୫
aaaaaaaaaa
୨୧.୦୧.୨୦୧୯ ସୁଦ୍ଧା ଏ.ଆଇ.ଟି.ଟି ଜାନୁଆରୀ ୨୦୧୯ ପ୍ରଥମ ସେମିଷ୍ଟାରର କ୍ରମ ତାଲିକା
୧୨୬
aaaaaaaaaa
୨୧.୦୧.୨୦୧୯ ସୁଦ୍ଧା ଏ.ଆଇ.ଟି.ଟି ଜାନୁଆରୀ ୨୦୧୯ ଦ୍ୱିତୀୟ ସେମିଷ୍ଟାରର କ୍ରମ ତାଲିକା
୧୨୭
aaaaaaaaaa
୨୧.୦୧.୨୦୧୯ ସୁଦ୍ଧା ଏ.ଆଇ.ଟି.ଟି ଜାନୁଆରୀ ୨୦୧୯ ତୃତୀୟ ସେମିଷ୍ଟାରର କ୍ରମ ତାଲିକା
୧୨୮
aaaaaaaaaa
୨୧.୦୧.୨୦୧୯ ସୁଦ୍ଧା ଏ.ଆଇ.ଟି.ଟି ଜାନୁଆରୀ ୨୦୧୯ ଚତୁର୍ଥ ସେମିଷ୍ଟାରର କ୍ରମ ତାଲିକା
୧୨୯
aaaaaaaaaa
ନୋଡାଲ କେନ୍ଦ୍ର ଗୁଡ଼ିକରେ ଏ.ଆଇ.ଟି.ଟିର ବ୍ୟବହାରିକ ନିଯୁକ୍ତି ଓ ମାର୍କ ଫଏଲ ଗୁଡ଼ିକର ଜମା ସଂକ୍ରାନ୍ତରେ ଆଇ.ଟି.ଆଇ ମାନଙ୍କୁ ବିଜ୍ଞପ୍ତି
୧୩୦
aaaaaaaaaa
ଏ.ଆଇ.ଟି.ଟି. ଜାନୁଆରୀ/ଫେବୃଆରୀ-୨୦୧୯ ନିମନ୍ତେ ନୋଡାଲ କେନ୍ଦ୍ର ମାନଙ୍କରୁ ୨୮.୦୧.୨୦୧୯ ଏବଂ ୨୯.୦୧.୨୦୧୯ରେ ଶୂନ୍ୟ ଓ.ଏମ.ଆର. ଓ ସାଙ୍କେତିକ ଖାତା ପ୍ରାପ୍ତ କରିବା ନିମନ୍ତେ ଟି.ଟି.ସିର ଅଧ୍ୟକ୍ଷ ମାନଙ୍କ ନିମନ୍ତେ ବିଜ୍ଞପ୍ତି।
୧୩୧
aaaaaaaaaa
ରୁଣଶୋଧନାକ୍ଷମ ଆଇ.ଟି.ଆଇ ମାନଙ୍କ ତାଲିକା ଯେଉଁ ମାନଙ୍କୁ ଏ.ଆଇ.ଟି.ଟି ଜାନୁଆରୀ ୨୦୧୯ ନିମନ୍ତେ ଓ.ଏମ.ଆର ଫର୍ଦ୍ଦ ଏବଂ ଇ.ଡି ଖାତା ପ୍ରଦାନ କରାଯିବ ନାହିଁ
୧୩୨
aaaaaaaaaa
ଅଗଷ୍ଟ ୨୦୧୮ ଶିକ୍ଷାବର୍ଷର ପଞ୍ଜିକରଣ ଦେୟ ଜମା ନିମନ୍ତେ ପ୍ରତ୍ୟେକ ଆଇ.ଟି.ଆଇର ପଞ୍ଜିକୃତ ଶିକ୍ଷାର୍ଥୀ ତାଲିକା
୧୩୩
aaaaaaaaaa
ଏ.ଆଇ.ଟି.ଟି ଜାନୁଆରୀ ୨୦୧୯ ପରୀକ୍ଷା ନିମନ୍ତେ ଆଇ.ଟି.ଆଇ ଓ ପ୍ରାକ୍ଟିକାଲ ପରୀକ୍ଷକ ମାନଙ୍କ ପାଇଁ ମାର୍ଗଦର୍ଶିକା, ଯାହାର ଅନୁପାଳନ ପ୍ରାକ୍ଟିକାଲ ପରୀକ୍ଷା ବେଳେ କଡ଼ାକଡ଼ିଭାବେ କରାଯିବ।
୧୩୪
aaaaaaaaaa
ତୃତୀୟ ସେମିଷ୍ଟର ଶିକ୍ଷାର୍ଥୀଙ୍କ ନିମନ୍ତେ ଜାନୁଆରୀ ୨୦୧୯ ପ୍ରାକ୍ଟିକାଲ ପରୀକ୍ଷା ଆୟୋଜନ ତଥା ପ୍ରାକ୍ଟିକାଲ ପରୀକ୍ଷା ପରିଚାଳନା ନିମନ୍ତେ ପରୀକ୍ଷକଙ୍କ ନିଯୁକ୍ତି
୧୩୫
aaaaaaaaaa
ଆଇ.ଟି.ଆଇ.ମାନଙ୍କୁ ଆବଶ୍ୟକ ଓ.ଏମ.ଆର ଫର୍ଦ୍ଦ ଓ ଇ.ଡି.ଖାତା ଦାଖଲ ସମ୍ବନ୍ଧୀୟ ସୂଚନା
୧୩୬
aaaaaaaaaa
ଖିଲାପକାରୀ ଆଇ.ଟି.ଆଇ ମାନଙ୍କ ତାଲିକା ଯେଉଁ ମାନଙ୍କୁ ହଲ ଟିକେଟ ଦିଆଯିବ ନାହିଁ।
୧୩୭
aaaaaaaaaa
ଅଗଷ୍ଟ-୨୦୧୮ର ପଞ୍ଜିକରଣ ବାବଦ ଦେୟ ଜମା ନିମନ୍ତେ ଆଇ.ଟି.ଆଇ ମାନଙ୍କୁ ବିଜ୍ଞପ୍ତି
୧୩୮
aaaaaaaaaa
ଜାନୁଆରୀ ୨୦୧୯ ଏ.ଆଇ.ଟି.ଟିର ଅନଲାଇନ, ଅଫଲାଇନ ତଥା ଡି.ଏସ.ଟି ପ୍ରଣାଳୀ ସମ୍ପନ୍ଧରେ ବିଜ୍ଞପ୍ତି।
୧୩୯
aaaaaaaaaa
ଏ.ଆଇ.ଟି.ଟି ଜାନୁଆରୀ ୨୦୧୯ ଫର୍ମପୂରଣ ତଥା ହଲ ଟିକେଟ ବାବଦ ଦେୟ ପୈଠ ସମ୍ବନ୍ଧରେ ଆଇ.ଟି.ଆଇ ମାନଙ୍କୁ ବିଜ୍ଞପ୍ତି।
୧୪୦
aaaaaaaaaa
ପରିଶିଷ୍ଟ-୧: ଏ.ଆଇ.ଟି.ଟି ଜାନୁଆରୀ ୨୦୧୯ ଫର୍ମପୂରଣ ଦେୟ ପୈଠ କରିଥିବା ଆଇ.ଟି.ଆଇ ମାନଙ୍କ ତାଲିକା
୧୪୧
aaaaaaaaaa
ପରିଶିଷ୍ଟ-୨: ଏ.ଆଇ.ଟି.ଟି ଜାନୁଆରୀ ୨୦୧୯ ଫର୍ମପୂରଣ ଦେୟ ପୈଠ କରିନଥିବା ଖିଲାପକାରୀ ଆଇ.ଟି.ଆଇ ମାନଙ୍କ ତାଲିକା
୧୪୨
aaaaaaaaaa
ପରିଶିଷ୍ଟ-୩: ଏ.ଆଇ.ଟି.ଟି ଜାନୁଆରୀ ୨୦୧୮ ଫର୍ମପୂରଣ ଦେୟ ପୈଠ କରିନଥିବା ଖିଲାପୀ ଆଇ.ଟି.ଆଇ ମାନଙ୍କ ତାଲିକା
୧୪୩
aaaaaaaaaa
ଏ.ଆଇ.ଟି.ଟି ଜାନୁଆରୀ ୨୦୧୯ର ସଂଶୋଧିତ କେନ୍ଦ୍ରିୟ ତାଲିକା
୧୪୪
aaaaaaaaaa
ଏ.ଆଇ.ଟି.ଟି ଜାନୁଆରୀ ୨୦୧୯ ନିମନ୍ତେ ବକେୟା ଫର୍ମପୂରଣ ତଥା ଏନ.ସି.ଭି.ଟି ଏମ.ଆଇ.ଏସ ପୋର୍ଟାଲ ପୁନଃ କାର୍ଯ୍ୟକ୍ଷମ ସମ୍ବନ୍ଧୀୟ କାର୍ଯ୍ୟସୂଚୀ।
୧୪୫
aaaaaaaaaa
ଦ୍ୱୈତ ପ୍ରଶିକ୍ଷଣ ପ୍ରଣାଳୀରେ ଶିକ୍ଷାର୍ଥୀ ମାନଙ୍କ ପାଇଁ ଏ.ଆଇ.ଟି.ଟି ଜାନୁଆରୀ ୨୦୧୯ ନିମନ୍ତେ ଫର୍ମପୂରଣ ବିଜ୍ଞପ୍ତି
୧୪୬
aaaaaaaaaa
ଏ.ଆଇ.ଟି.ଟି ଜାନୁଆରୀ ୨୦୧୯ ପ୍ରଥମ ସେମିଷ୍ଟର ନିମନ୍ତେ ସାମଗ୍ରୀ ତାଲିକା
୧୪୭
aaaaaaaaaa
ଏ.ଆଇ.ଟି.ଟି ଜାନୁଆରୀ ୨୦୧୯ ଦ୍ୱିତୀୟ ସେମିଷ୍ଟର ନିମନ୍ତେ ସାମଗ୍ରୀ ତାଲିକା
୧୪୮
aaaaaaaaaa
ଏ.ଆଇ.ଟି.ଟି ଜାନୁଆରୀ ୨୦୧୯ ତୃତୀୟ ସେମିଷ୍ଟର ନିମନ୍ତେ ସାମଗ୍ରୀ ତାଲିକା
୧୪୯
aaaaaaaaaa
ଏ.ଆଇ.ଟି.ଟି ଜାନୁଆରୀ ୨୦୧୯ ଚତୁର୍ଥ ସେମିଷ୍ଟର ନିମନ୍ତେ ସାମଗ୍ରୀ ତାଲିକା
୧୫୦
aaaaaaaaaa
ଏ.ଆଇ.ଟି.ଟି ଜାନୁଆରୀ ୨୦୧୯ ନିମନ୍ତେ ଦେୟ ଆଦାୟ ଓ ଫର୍ମପୂରଣ କାର୍ଯ୍ୟକ୍ରମ।
୧୫୧
aaaaaaaaaa
ଓ.ଏମ.ଆର ଏ.ଆଇ.ଟି.ଟି ଜାନୁଆରୀ ୨୦୧୯ ସମ୍ବନ୍ଧୀୟ ମାର୍ଗଦର୍ଶିକା
୧୫୨
aaaaaaaaaa
ଏଆଇଟିଟି ଜାନୁଆରି ୨୦୧୯ର ଠିକ୍‌ ପରୀକ୍ଷାକେନ୍ଦ୍ର ତାଲିକା
୧୫୩
aaaaaaaaaa
ଏଆଇଟିଟି ଜାନୁଆରି ୨୦୧୯ର ଠିକ୍‌ ପରୀକ୍ଷାକେନ୍ଦ୍ର ତାଲିକା ଉପରେ ଆଇଟିଆଇ ସମୂହକୁ ବିଜ୍ଞପ୍ତି
୧୫୪
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ଫର୍ମପୂରଣ ବକେୟା ଦେୟ ପୈଠ ପାଇଁ ଅନୁସ୍ମାରକ ବିଜ୍ଞପ୍ତି
୧୫୫
aaaaaaaaaa
ଏଆଇଟିଟି ଜାନୁଆରୀ ୨୦୧୯ର ଫର୍ମପୂରଣ ଫିସ୍‌ ପୈଠ କରିବା ପାଇଁ ସମସ୍ତ ସରକାରୀ ଓ ଘରୋଇ ଆଇଟିଆଇକୁ ବିଜ୍ଞପ୍ତି
୧୫୬
aaaaaaaaaa
ଏଆଇଟିଟି ଜାନୁଆରୀ ୨୦୧୯ର ହଲ୍‌ଟିକେଟ୍‌ ନିର୍ଗମନ ପାଇଁ ସଂଶୋଧିତ କାର୍ଯ୍ୟନିର୍ଘଣ୍ଟ
୧୫୭
aaaaaaaaaa
ଏଆଇଟିଟି ଜାନୁଆରୀ ୨୦୧୯ ପରୀକ୍ଷାର ପ୍ରାକ୍ଟିକାଲ ପରୀକ୍ଷକ ଏବଂ ଇଂଜିନିୟରିଂ ଡ୍ରଇଂ ମୂଲ୍ୟାଙ୍କନ ପାଇଁ ଶିକ୍ଷକ ତାଲିକା ଦାଖଲ ସଂକ୍ରାନ୍ତେ
୧୫୮
aaaaaaaaaa
୫୫ତମ ସର୍ବଭାରତୀୟ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେବା ପାଇଁ ରାଜ୍ୟର ସର୍ବୋତ୍ତମ କ୍ରାଫ୍ଟସ୍‌ମ୍ୟାନ୍‌ ରୂପେ ଚୟନିତ ବିଭିନ୍ନ ଆଇଟିଆଇଗୁଡ଼ିକର ତାଲିମାର୍ଥୀମାନଙ୍କ ପାଇଁ ଅଧିସୂଚନା
୧୫୯
aaaaaaaaaa
୨.୧୨.୨୦୧୮ରେ ହେଉଥିବା ଶୀତକାଳୀନ ୨୦୧୮ ପରୀକ୍ଷା ପାଇଁ ଗୋପନୀୟ କର୍ତ୍ତବ୍ୟ
୧୬୦
aaaaaaaaaa
ବିଭିନ୍ନ ଇଂଜିନିୟରିଂ ସ୍କୁଲ୍‌/ପଲିଟେକ୍‌ନିକ୍‌ ଓ ଆଇଟିଆଇଗୁଡ଼ିକର ଷ୍ଟାଫ୍‌ ସଦସ୍ୟମାନଙ୍କ ପାଇଁ ଶୀତ ୨୦୧୮ ଡିପ୍ଲୋମା ପରୀକ୍ଷାର ଗୋପନୀୟ କର୍ତ୍ତବ୍ୟ ତାଲିକା
୧୬୧
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ ଓ ଅନ୍ୟ ବିଗତ ଏଆଇଟିଟିଗୁଡ଼ିକର ଫର୍ମପୂରଣ ବକେୟା ଦେୟ ପୈଠ ଖିଲାପକାରୀ ଆଇଟିଆଇମାନଙ୍କୁ ବିଜ୍ଞପ୍ତି
୧୬୨
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ଫର୍ମ ପୂରଣ ଫିସ୍‌ ଦାଖଲ କରି ନଥିବା ଖିଲାପକାରୀ ଆଇଟିଆଇମାନଙ୍କ ତାଲିକା
୧୬୩
aaaaaaaaaa
ନଭେମ୍ବର ୨୦୧୮ରେ ରାଜ୍ୟ ସ୍ତରୀୟ ଦକ୍ଷତା ପ୍ରତିଯୋଗିତା ପାଇଁ ସଂଶୋଧିତ କେନ୍ଦ୍ର ତାଲିକା
୧୬୪
aaaaaaaaaa
ଏଆଇଟିଟି ଜାନୁଆରୀ ୨୦୧୯ର ଅନ୍‌ଲାଇନ୍‌ ଢାଞ୍ଚାରେ ଭାଗ ନେବା ପାଇଁ ଘରୋଇ ଆଇଟିଆଇମାନଙ୍କୁ ବିଜ୍ଞପ୍ତି
୧୬୫
aaaaaaaaaa
ସିଟିଏସ୍‌ ଅଧୀନରେ ଏଆଇଟିଟି ଜୁଲାଇ ୨୦୧୮ ଉତ୍ତୀର୍ଣ ହୋଇଥିବା ପ୍ରଶିକ୍ଷାର୍ଥୀମାନେ ୫୫ତମ ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେବା ପାଇଁ କାର୍ଯ୍ୟସୂଚୀ
୧୬୬
aaaaaaaaaa
ଏଆଇଟିଟି ଜାନୁଆରୀ ୨୦୧୯ର ପ୍ରାକ୍ଟିକାଲ ପରୀକ୍ଷା ପାଇଁ ନିଜ ପରୀକ୍ଷା କେନ୍ଦ୍ର ଚୟନରେ ସଂସ୍କାର
୧୬୭
aaaaaaaaaa
ଜାତୀୟ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ (NCVT) ଅଧୀନରେ ପରିଚାଳିତ ହେଉଥିବା ସର୍ବଭାରତୀୟ ଟ୍ରେଡ୍‌ ପରୀକ୍ଷାରେ ସଂସ୍କାର
୧୬୮
aaaaaaaaaa
ଏଆଇଟିଟି ଜାନୁଆରୀ ୨୦୧୯ର ପରୀକ୍ଷା କେନ୍ଦ୍ର ଚୟନ ଜଡ଼ିତ ମୌଳିକ ଆପତ୍ତି ଆହ୍ୱାନ
୧୬୯
aaaaaaaaaa
୨୩.୧୦.୨୦୧୮ରୁ ଏସ୍‌ସିଭିଟି ଓ ସିଓଇ ଉତ୍ତରଖାତାଗୁଡ଼ିକର ମୂଲ୍ୟାଙ୍କନ ପାଇଁ ଶିକ୍ଷକ ଅବସ୍ଥାପନ ସଂକ୍ରାନ୍ତେ ସମସ୍ତ ସରକାରୀ ଆଇଟିଆଇ/ଭାରତ ଆଇଟିଆଇ/କିଟ୍‌ ଆଇଟିସି/ସିଭି ରମଣ ଆଇଟିସି/ବିକଳାନନ୍ଦ କର ଆଇଟିସିର ଅଧ୍ୟକ୍ଷମାନଙ୍କୁ ବିଜ୍ଞପ୍ତି
୧୭୦
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ଯେଉଁ ରୋଲ୍‌ ନମ୍ବରଗୁଡ଼ିକର କୌଣସି ପ୍ରାକ୍ଟିକାଲ ମାର୍କ ପଡ଼ି ନାହିଁ, ସେମାନଙ୍କର ମାର୍କ ଏନ୍‌ସିଭିଟି ଏମ୍‌ଆଇଏସ୍‌ ପୋର୍ଟାଲରେ ଅପ୍‌ଲୋଡ଼୍‌ ପାଇଁ
୧୭୧
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ପ୍ରାକ୍ଟିକାଲ ମାର୍କ ସଂକ୍ରାନ୍ତେ ଜବାବ ରଖିବାକୁ ସମସ୍ତ ଆଇଟିଆଇ ଅଧ୍ୟକ୍ଷମାନଙ୍କୁ ବିଜ୍ଞପ୍ତି
୧୭୨
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ୧ମ ସେମିଷ୍ଟରର ଯେଉଁ ପ୍ରଶିକ୍ଷାର୍ଥୀମାନଙ୍କର ପ୍ରାକ୍ଟିକାଲ ମାର୍କ ଦରଜ ହୋଇ ନାହିଁ, ସେମାନଙ୍କର ନାମ ତାଲିକା ଏବଂ ସଂପୃକ୍ତ ଆଇଟିଆଇମାନଙ୍କ ଦ୍ୱାରା ଜରୁରୀ ପଦକ୍ଷେପ
୧୭୩
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ୪ର୍ଥ ସେମିଷ୍ଟରର ଯେଉଁ ପ୍ରଶିକ୍ଷାର୍ଥୀମାନଙ୍କର ପ୍ରାକ୍ଟିକାଲ ମାର୍କ ଦରଜ ହୋଇ ନାହିଁ, ସେମାନଙ୍କର ନାମ ତାଲିକା ଏବଂ ସଂପୃକ୍ତ ଆଇଟିଆଇମାନଙ୍କ ଦ୍ୱାରା ଜରୁରୀ ପଦକ୍ଷେପ
୧୭୪
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ୩ୟ ସେମିଷ୍ଟରର ଯେଉଁ ପ୍ରଶିକ୍ଷାର୍ଥୀମାନଙ୍କର ପ୍ରାକ୍ଟିକାଲ ମାର୍କ ଦରଜ ହୋଇ ନାହିଁ, ସେମାନଙ୍କର ନାମ ତାଲିକା ଏବଂ ସଂପୃକ୍ତ ଆଇଟିଆଇମାନଙ୍କ ଦ୍ୱାରା ଜରୁରୀ ପଦକ୍ଷେପ
୧୭୫
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ୨ୟ ସେମିଷ୍ଟରର ଯେଉଁ ପ୍ରଶିକ୍ଷାର୍ଥୀମାନଙ୍କର ପ୍ରାକ୍ଟିକାଲ ମାର୍କ ଦରଜ ହୋଇ ନାହିଁ, ସେମାନଙ୍କର ନାମ ତାଲିକା ଏବଂ ସଂପୃକ୍ତ ଆଇଟିଆଇମାନଙ୍କ ଦ୍ୱାରା ଜରୁରୀ ପଦକ୍ଷେପ
୧୭୬
aaaaaaaaaa
ଏସ୍‌ସିଭିଟି ଢାଞ୍ଚା ପରୀକ୍ଷା-୨୦୧୮ର ପରିଚାଳନା
୧୭୭
aaaaaaaaaa
ଶିକ୍ଷାନବୀଶମାନଙ୍କ ପାଇଁ ୧୦୦ତମ ଆଞ୍ଚଳିକ ଦକ୍ଷତା ପ୍ରତିଯୋଗିତାର କାର୍ଯ୍ୟସୂଚୀ
୧୭୮
aaaaaaaaaa
ଆଗାମୀ ଏଆଇଟିଟି ଜାନୁଆରି/ଫେବୃଆରି ୨୦୧୯ର ପରିଚାଳନା ପାଇଁ ପାଠ୍ୟଖସଡ଼ା କାର୍ଯ୍ୟକାରିତାର ସବିଶେଷ
୧୭୯
aaaaaaaaaa
ଏସ୍‌ସିଭିଟି, ଓଡ଼ିଶାରେ ଏଆଇଟିଟି ଜୁଲାଇ/ଅଗଷ୍ଟ ୨୦୧୮ର ଇଂଜିନିୟରି ଡ୍ରଇଂ ଉତ୍ତରଖାତାଗୁଡ଼ିକୁ ୩୧.୦୮.୨୦୧୮ ଠାରୁ ମୂଲ୍ୟାଙ୍କନ ପାଇଁ ଶିକ୍ଷକ ତାଲିକା
୧୮୦
aaaaaaaaaa
ଏଆଇଟିଟି ଅଗଷ୍ଠ ୨୦୧୮ର ପ୍ରାକ୍ଟିକାଲ୍‌ ମାର୍କ ଦରଜ ପାଇଁ ଆଇଟିଆଇମାନଙ୍କୁ ଲିଙ୍କ୍‌ ଦିଆଯାଇଛି; ଶେଷ ତାରିଖ ୧୦.୦୯.୨୦୧୮
୧୮୧
aaaaaaaaaa
୨୯.୦୮.୨୦୧୮ ସୁଦ୍ଧା ପ୍ରାକ୍ଟିକାଲ/ଥିଓରୀ ଉପସ୍ଥାନ. ଓଏମ୍‌ଆର୍‌ ନମ୍ବର ଓ ସରିଜ୍‌ କୋଡ଼୍‌ ପ୍ରଦାନ ପାଇଁ ଆଇଟିଆଇ/ଟଟିସି ଗୁଡ଼ିକୁ ଲିଙ୍କ୍‌ ପ୍ରଦାନ କରାଯାଇଛି।
୧୮୨
aaaaaaaaaa
ଡିଏସ୍‌ଟି ଢାଞ୍ଚା ଅଧୀନରେ ଟ୍ରେଡ୍‌ଗୁଡ଼ିକ ପାଇଁ ଏଆଇଟିଟି ଅଗଷ୍ଟ ୨୦୧୮ର କେନ୍ଦ୍ର ତାଲିକା ଏବଂ କେନ୍ଦ୍ର ଅଧୀକ୍ଷକ ନିଯୁକ୍ତି
୧୮୩
aaaaaaaaaa
ଏଆଇଟିଟି ଅଗଷ୍ଟ ୨୦୧୮ର ଇଂଜିନିୟରିଂ ଡ୍ରଇଂ ଖାତାଗୁଡ଼ିକର ମୂଲ୍ୟାଙ୍କନ ପାଇଁ ଶିକ୍ଷକଙ୍କୁ ଦାୟିତ୍ୱ ଅର୍ପଣ
୧୮୪
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ପ୍ରାକ୍ଟିକାଲ ଓ ଥିଓରୀ ଉପସ୍ଥାନ. ଓଏମ୍‌ଆର୍‌ ନଂ. ଏବଂ ସିରିଜ୍‌ କୋଡ଼୍‌ ସଂଶୋଧନ ପାଇଁ ବିଜ୍ଞପ୍ତି
୧୮୫
aaaaaaaaaa
ପରିଷଦର ନୋଡ଼ାଲ କେନ୍ଦ୍ରରେ ଏଆଇଟିଟି ଜୁଲାଇ ୨୦୧୮ର ଇଡି ପ୍ୟାକେଟ୍‌, ଉତ୍ତର ଖାତା ଗୁଡ଼ିକୁ ଦାଖଲ କରିବାର ବିଜ୍ଞପ୍ତି
୧୮୬
aaaaaaaaaa
ଅନ୍‌ଲାଇନ୍‌ ଏଆଇଟିଟି ଅଗଷ୍ଠ ୨୦୧୮ ପାଇଁ ପରୀକ୍ଷା ନିର୍ଘଣ୍ଟ
୧୮୭
aaaaaaaaaa
ଅନ୍‌ଲାଇନ୍‌ ଏଆଇଟିଟି ଅଗଷ୍ଠ ୨୦୧୮ ପରୀକ୍ଷାର କେନ୍ଦ୍ର ତାଲିକା
୧୮୮
aaaaaaaaaa
ଏଆଇଟିଟି ଅଗଷ୍ଟ ୨୦୧୮ (ବାର୍ଷିକ ଢାଞ୍ଚା)ର ଦୋହରା ବ୍ୟବସ୍ଥାର ତାଲିମ ସ୍କିମ୍‌ ଟ୍ରେଡ଼୍‌ଗୁଡ଼ିକ ପାଇଁ ଫର୍ମ ପୂରଣ ବିଜ୍ଞପ୍ତି
୧୮୯
aaaaaaaaaa
ଏଆଇଟିଟି ଅଗଷ୍ଟ/ସେପ୍ଟେମ୍ବର ୨୦୧୮ର COE (ବିବିବିଟି ଓ ଆଡ୍‌ଭାନ୍‌ସ୍‌ ମଡ୍ୟୁଲ୍‌)ସ୍କିମ୍‌ ଟ୍ରେଡ଼୍‌ଗୁଡ଼ିକ ପାଇଁ ଫର୍ମ ପୂରଣ ବିଜ୍ଞପ୍ତି
୧୯୦
aaaaaaaaaa
ଏଆଇଟିଟି ଅଗଷ୍ଟ ୨୦୧୮ର ୪ର୍ଥ ସେମିଷ୍ଟର ପାଇଁ ଅନ୍‌ଲାଇନ୍‌ ରୋଲ୍‌ ତାଲିକା
୧୯୧
aaaaaaaaaa
ଏଆଇଟିଟି ଅଗଷ୍ଟ ୨୦୧୮ର ୩ୟ ସେମିଷ୍ଟର ପାଇଁ ଅନ୍‌ଲାଇନ୍‌ ରୋଲ୍‌ ତାଲିକା
୧୯୨
aaaaaaaaaa
ଏଆଇଟିଟି ଅଗଷ୍ଟ ୨୦୧୮ର ୨ୟ ସେମିଷ୍ଟର ପାଇଁ ଅନ୍‌ଲାଇନ୍‌ ରୋଲ୍‌ ତାଲିକା
୧୯୩
aaaaaaaaaa
ଏଆଇଟିଟି ଅଗଷ୍ଟ ୨୦୧୮ର ୧ମ ସେମିଷ୍ଟର ପାଇଁ ଅନ୍‌ଲାଇନ୍‌ ରୋଲ୍‌ ତାଲିକା
୧୯୪
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ ପାଇଁ ଫାଙ୍କା ଓଏମ୍‌ଆର୍‌ ଓ ଇଡି ଶିଟ୍‌ଗୁଡ଼ିକୁ ନୋଡ଼ାଲ କେନ୍ଦ୍ରରୁ ଗ୍ରହଣ କରିବା ପାଇଁ ଟିଟିସିମାନଙ୍କୁ ବିଜ୍ଞପ୍ତି
୧୯୫
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ ସଂକ୍ରାନ୍ତେ ଟିଟିସିମାନଙ୍କୁ ଅନୁଦେଶ
୧୯୬
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ ସେମିଷ୍ଟର-୧ ପତ୍ର-୧ରେ ମୁଦ୍ରଣ ତ୍ରୁଟି ସଂକ୍ରାନ୍ତ ବିଜ୍ଞପ୍ତି
୧୯୭
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ଅଦ୍ୟତନ ହୋଇଥିବା ୪ର୍ଥ ସେମିଷ୍ଟର ରୋଲ୍‌ ନମ୍ବର ତାଲିକା
୧୯୮
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ଅଦ୍ୟତନ ହୋଇଥିବା ୩ୟ ସେମିଷ୍ଟର ରୋଲ୍‌ ନମ୍ବର ତାଲିକା
୧୯୯
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ଅଦ୍ୟତନ ହୋଇଥିବା ୨ୟ ସେମିଷ୍ଟର ରୋଲ୍‌ ନମ୍ବର ତାଲିକା
୨୦୦
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ଅଦ୍ୟତନ ହୋଇଥିବା ୧ମ ସେମିଷ୍ଟର ରୋଲ୍‌ ନମ୍ବର ତାଲିକା
୨୦୧
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ ପାଇଁ ପୂରଣ ହୋଇ ନଥିବା ଓଏମ୍‌ଆର୍‌ ଓ ଇଡି ଶିଟ୍‌ ନିର୍ଗମନ ନହେବା ସଂକ୍ରାନ୍ତ ବିଜ୍ଞପ୍ତି
୨୦୨
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ ପ୍ରାକ୍ଟିକାଲ୍‌ର ଉପସ୍ଥାନର ଅନ୍‌ଲାଇନ୍‌ ଦାଖଲ ଏବଂ ଅନ୍‌ଲାଇନ୍‌ ମାର୍କ ଫଏଲ୍‌ ବାହାର କରିବା ସଂକ୍ରାନ୍ତ ବିଜ୍ଞପ୍ତି
୨୦୩
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ଫର୍ମ ପୂରଣ ଦେୟ ପୈଠ ଏବଂ ଓଏମ୍‌ଆର୍‌ ଓ ଇଡି ଶିଟ୍‌ ନିର୍ଗମନ ସଂକ୍ରାନ୍ତ ବିଜ୍ଞପ୍ତି
୨୦୪
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ଫର୍ମପୂରଣ ଫିସ୍‌ ପୈଠର ସ୍ଥିତି ୨୭.୦୭.୨୦୧୮ ତାରିଖ ଯାଏଁ
୨୦୫
aaaaaaaaaa
ମେକ୍‌ ମାଇଁ ରିପୋର୍ଟ ଜରିଆରେ ପରୀକ୍ଷା କେନ୍ଦ୍ର ନିରୀକ୍ଷଣ ବିବରଣୀ ଏବଂ ପ୍ରଶିକ୍ଷାର୍ଥୀମାନଙ୍କ ମକ୍‌ ଟେଷ୍ଟ ସ୍ଥିତି ବିବରଣୀକୁ ଅନ୍‌ଲାଇନ୍‌ରେ ଦାଖଲ ପାଇଁ ଲଗିନ୍‌ ଆଇଡି ଓ ପାସ୍‌ୱାର୍ଡ ପାଇବାକୁ ଯୋଗାଯୋଗ କରନ୍ତୁ ୯୭୭୬୨୨୬୨୨୬
୨୦୬
aaaaaaaaaa
ପ୍ରାକ୍ଟିକାଲ ପରୀକ୍ଷାର ପ୍ରାକ୍ଟିକାଲ ଜବ୍‌ ଓ ରେକଡିଂ ଗୁଡ଼ିକୁ ଆଇଟିଆଇ ଗୁଡ଼ିକ ପକ୍ଷରୁ ନୋଡାଲ କେନ୍ଦ୍ରରେ ଦାଖଲ ବିଜ୍ଞପ୍ତି
୨୦୭
aaaaaaaaaa
ବାବା ନିଖିରେଶ୍ୱର ଟେକ୍‌ନିକାଲ ଟ୍ରେନିଂ ସେଣ୍ଟର, ନିଖିରିଆ, ବାଲେଶ୍ୱର ପାଇଁ କେନ୍ଦ୍ର ଅଧୀକ୍ଷକ ନିଯୁକ୍ତି
୨୦୮
aaaaaaaaaa
ଆଇଟିଆଇ ଗୁଡ଼ିକ ପାଇଁ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ ଏଆଇଟିଟି ଜୁଲାଇ/ଅଗଷ୍ଟ ୨୦୧୮ ସଂଚାଳନ ସଂକ୍ରାନ୍ତ ସ୍ପଷ୍ଟୀକରଣ
୨୦୯
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ଣ ସଂଶୋଧିତ ପ୍ରାକ୍ଟିକାଲ ପରୀକ୍ଷକମାନଙ୍କ ତାଲିକା
୨୧୦
aaaaaaaaaa
ଆଇଟିଆଇ ଗୁଡ଼ିକ ପାଇଁ ୨ୟ ଓ ୪ର୍ଥ ସେମିଷ୍ଟର ପ୍ରଶିକ୍ଷାର୍ଥୀମାନଙ୍କର ଏଆଇଟିଟି ଜୁଲାଇ-୨୦୧୮ର ପ୍ରାକ୍ଟିକାଲ ପରୀକ୍ଷା ସଂଚାଳନ ପାଇଁ ପ୍ରାକ୍ଟିକାଲ ପରୀକ୍ଷକ ନିଯୁକ୍ତି
୨୧୧
aaaaaaaaaa
ଡିଜିଟି, ନୂଆଦିଲ୍ଲୀ ଠାରୁ ଗ୍ରହଣ କରାଯାଇଥିବା ଏଆଇଟିଟି ଜୁଲାଇ ୨୦୧୮ର ସାମଗ୍ରୀଗୁଡ଼ିକ ସଂକ୍ରାନ୍ତ ସ୍ପଷ୍ଟୀକରଣ
୨୧୨
aaaaaaaaaa
ଏଆଇଟିଟି ଜୁଲାଇ/ଅଗଷ୍ଟ ୨୦୧୮ ର ଲିଖିତ ପରୀକ୍ଷା ସଂଚାଳନ ପାଇଁ ଟିଟିସିଗୁଡ଼ିକରେ କେନ୍ଦ୍ର ଅଧୀକ୍ଷକ ନିଯୁକ୍ତି
୨୧୩
aaaaaaaaaa
ଏଆଇଟିଟି ଜୁଲାଇ୨୦୧୮ର ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଆଇଟିଆଇ ଗୁଡ଼ିକରେ କେନ୍ଦ୍ର ଅଧୀକ୍ଷକମାନଙ୍କ ନିଯୁକ୍ତି
୨୧୪
aaaaaaaaaa
ସରକାରୀ ଆଇଟିଆଇଗୁଡ଼ିକ ପାଇଁ ଏକ୍ସେଲ୍‌ ଫର୍ମାଟ୍‌ ଯେଉଁଥିରେ ସେମାନେ ପ୍ରଶିକ୍ଷାର୍ଥୀମାନଙ୍କର ମକ୍‌ ପ୍ରାକ୍ଟିସ୍‌ ତଥ୍ୟ ଦାଖଲ କରିବେ, ସେହିଗୁଡ଼ିକ ମେକ୍‌ ମାଇଁ ରିପୋର୍ଟ ପୋର୍ଟାଲରେ ଦାଖଲ କରାଯିବ
୨୧୫
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ ପାଇଁ ଅଗଷ୍ଟ ୨୦୧୩-୧୫ ଶିକ୍ଷାବର୍ଷର ଫର୍ମ ପୂରଣ ପୁନଃ ଖୋଲିବା ବିଜ୍ଞପ୍ତି
୨୧୬
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ପ୍ରାକ୍ଟିକାଲ୍‌ଗୁଡ଼ିକର ସାମଗ୍ରୀ ବିଲ୍‌ ସବୁ ଅପ୍‌ଲୋଡ୍‌ ସଂକ୍ରାନ୍ତ ବିଜ୍ଞପ୍ତି
୨୧୭
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ ପାଇଁ ହଲ୍‌ ଟିକେଟ୍‌ ସୃଷ୍ଟି ପାଇଁ ହଲ୍‌ ଟିକେଟ୍‌ ଯୋଗ୍ୟତା ସବୁକୁ ଅପ୍‌ଲୋଡ଼ିଂ ପାଇଁ ଏନ୍‌ସିଭିଟି ଏମ୍‌ଆଇଏସ୍‌ ପୋର୍ଟାଲକୁ ପୁନଃ ଖୋଲିବା
୨୧୮
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ୨ୟ ସେମିଷ୍ଟର ପ୍ରାକ୍ଟିକାଲର ସାମଗ୍ରୀଗୁଡ଼ିକର ବିଲ୍‌ ପାଇଁ ତ୍ରୁଟି ସଂଶୋଧନ
୨୧୯
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ୪ର୍ଥ ସେମିଷ୍ଟର ପ୍ରାକ୍ଟିକାଲଗୁଡ଼ିକ ପାଇଁ ସାମଗ୍ରୀଗୁଡ଼ିକର ବିଲ୍‌
୨୨୦
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ୩ୟ ସେମିଷ୍ଟର ପ୍ରାକ୍ଟିକାଲଗୁଡ଼ିକ ପାଇଁ ସାମଗ୍ରୀଗୁଡ଼ିକର ବିଲ୍‌
୨୨୧
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ୨ୟ ସେମିଷ୍ଟର(ଏନ୍‌ଏସ୍‌କ୍ୟୁଏଫ୍‌) ପ୍ରାକ୍ଟିକାଲଗୁଡ଼ିକ ପାଇଁ ସାମଗ୍ରୀଗୁଡ଼ିକର ବିଲ୍‌
୨୨୨
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ୨ୟ ସେମିଷ୍ଟର ପ୍ରାକ୍ଟିକାଲଗୁଡ଼ିକ ପାଇଁ ସାମଗ୍ରୀଗୁଡ଼ିକର ବିଲ୍‌
୨୨୩
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ୧ମ ସେମିଷ୍ଟର(ଏନ୍‌ଏସ୍‌କ୍ୟୁଏଫ୍‌) ପ୍ରାକ୍ଟିକାଲଗୁଡ଼ିକ ପାଇଁ ସାମଗ୍ରୀଗୁଡ଼ିକର ବିଲ୍‌
୨୨୪
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ୧ମ ସେମିଷ୍ଟର ପ୍ରାକ୍ଟିକାଲଗୁଡ଼ିକ ପାଇଁ ସାମଗ୍ରୀଗୁଡ଼ିକର ବିଲ୍‌
୨୨୫
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ଅନ୍‌ଲାଇନ୍‌ ସଂଚାଳନ ସଂକ୍ରାନ୍ତ ବିଜ୍ଞପ୍ତି
୨୨୬
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ ପାଇଁ ବିଦ୍ୟାର୍ଥୀ ପୋର୍ଟାଲ ଅଧୀନରେ ୨୦୧୩-୧୫ ନାମଲେଖା ବର୍ଷର ପ୍ରଶିକ୍ଷାର୍ଥୀମାନଙ୍କ ଫର୍ମପୂରଣ ପାଇଁ ବିଜ୍ଞପ୍ତି
୨୨୭
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ର ଟ୍ରେଡ୍‌ ଟେଷ୍ଟିଂ କେନ୍ଦ୍ର ତାଲିକା
୨୨୮
aaaaaaaaaa
ଏସ୍‌ସିଟିଇଭିଟିରେ ସରକାରୀ ଆଇଟିଆଇ ଗୁଡ଼ିକର ବାୟୋମେଟ୍ରିକ୍‌ ପ୍ରଶାସକମାନଙ୍କର କର୍ମଶାଳା
୨୨୯
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ ପାଇଁ ଆଇଟିଆଇ ଗୁଡ଼ିକର ହଲ୍‌ ଟିକେଟ୍‌ ବାହାର କରିବାକୁ ଫର୍ମ ପୂରଣ ଫିସ୍‌ ଦାଖଲ ବିଜ୍ଞପ୍ତି
୨୩୦
aaaaaaaaaa
ସିଟିଏସ୍‌ ଅଧୀନରେ ଓଏମ୍‌ଆର୍‌ ଭିତ୍ତିକ ଏଆଇଟିଟି ଜୁଲାଇ ୨୦୧୮ ପାଇଁ ମାର୍ଗଦର୍ଶିକା
୨୩୧
aaaaaaaaaa
ଏନ୍‌ସିଭିଟି ଏମ୍‌ଆଇଏସ୍‌ ପୋର୍ଟାଲରେ ଫର୍ମପୂରଣ ତାରିଖ ସଂପ୍ରସାରଣ ବିଜ୍ଞପ୍ତି – ଆଇଟିଆଇ ଗୁଡ଼ିକ ଧାର୍ଯ୍ୟ ତାରିଖରେ ବକେୟା କାମକୁ ସମ୍ପନ୍ନ କରିବେ।
୨୩୨
aaaaaaaaaa
୨୦୧୩-୧୫ ଶିକ୍ଷା ବର୍ଷର ପ୍ରଶିକ୍ଷାର୍ଥୀମାନଙ୍କର ଏଆଇଟିଟି ଜାନୁଆରି ୨୦୧୮ ପରୀକ୍ଷାଫଳକୁ ପ୍ରତ୍ୟକ୍ଷ କରାଯାଇଛି। ଫର୍ମପୂରଣ ତାରିଖ ଶୀଘ୍ର ଜାରି କରାଯିବ।
୨୩୩
aaaaaaaaaa
ବିଜ୍ଞପ୍ତି ନଂ ୨୯୧୨, ତାରିଖ ୧୯.୦୬.୨୦୧୮ ଅନୁଯାୟୀ ଏହା ସ୍ପଷ୍ଟ କରାଯାଉଛି କି ଫର୍ମ ପୂରଣ ଫିସ୍‌କୁ ଏସ୍‌ଟିଇଭିଟି ଆକାଉଣ୍ଟ୍‌ରେ ଜମା କରାଯିବ NEFT/RTGS ମାଧ୍ୟମରେ, ଯେଉଁଥିରେ ପ୍ରଶିକ୍ଷାର୍ଥୀ ପିଛା ୩୦୦ ଟଙ୍କା ସେମିଷ୍ଟର ପିଛା ଆଦାୟ ହୋଇଥିବ ଏଆଇଟିଟି ଜୁଲାଇ ୨୦୧୮ ପାଇଁ। ବିଦ୍ୟାର୍ଥୀ ପୋର୍ଟାଲରେ ଡିମାଣ୍ଡ ନୋଟ୍‌ ବାହାର କରାଯିବ ନାହିଁ।
୨୩୪
aaaaaaaaaa
ଡିଜିଟି ଫର୍ମ ପୂରଣ ଲିଙ୍କ୍‌କୁ ୨୬.୦୬.୨୦୧୮କୁ ଦିନକ ପାଇଁ ଖୋଲି ପାରନ୍ତି। ଆଇଟିଆଇ ମାନେ ବକେୟା ଥିବା ଫର୍ମ ପୂରଣ କାର୍ଯ୍ୟାବଳୀକୁ ସମାପନ କରିବେ ଏକ ଶେଷ ସୁଯୋଗ ଭାବରେ।
୨୩୫
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ ପାଇଁ ଫର୍ମ ପୂରଣ ଦେୟ ପୈଠ ସଂକ୍ରାନ୍ତ ବିଜ୍ଞପ୍ତି
୨୩୬
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ ପାଇଁ ଅଣଚୂଡ଼ାନ୍ତ କେନ୍ଦ୍ର ତାଲିକା
୨୩୭
aaaaaaaaaa
ଏଆଇଟିଟି ଜୁଲାଇ ୨୦୧୮ ପାଇଁ ଅଚୂଡ଼ାନ୍ତ କେନ୍ଦ୍ର ତାଲିକା ଉପରେ ବିଜ୍ଞପ୍ତି
୨୩୮
aaaaaaaaaa
ଡିଟିଇଟି ଓଡ଼ିଶାର ଯୋଗାଡ଼ ବିଶେଷଜ୍ଞ (ପୂର୍ତ୍ତ କାର୍ଯ୍ୟ) ଚୟନ
୨୩୯
aaaaaaaaaa
ପାଠ୍ୟକ୍ର ଦେୟର ପୁନଃଭରଣା ସଂକ୍ରାନ୍ତ ସରକାରୀ ନିଷ୍ପତ୍ତିନାମା
୨୪୦
aaaaaaaaaa
ଡାଟା ସିଟ୍ ଫର୍ମାଟ୍ ଫଳ ସମ୍ଵନ୍ଧିତ ବିଚାର ବିଷୟ ଏଆଇଟିଟି ଜାନୁଆରୀ ୨୦୧୮
୨୪୧
aaaaaaaaaa
ଏ.ଆଇ.ଟି.ଟି. ଜାନୁଆରୀ ୨୦୧୮ ପରୀକ୍ଷା ଫଳ ସଂକ୍ରାନ୍ତ ପ୍ରସଙ୍ଗରେ ତଥ୍ୟ ଦାଖଲ ପାଇଁ ବିଜ୍ଞପ୍ତି
୨୪୨
aaaaaaaaaa
ଟେଂଡର ନିଯୁକ୍ତି : ଜିଲା-୧୧
୨୪୩
aaaaaaaaaa
ସ୍କ୍ୱାର୍ଡ଼ ସଦସ୍ୟମାନଙ୍କୁ ପାରିତୋଷିକ
୨୪୪
aaaaaaaaaa
୫୪ତମ ସର୍ବଭାରତୀୟ ସି.ଟି.ଏସ୍‌.ମାନଙ୍କ ପାଇଁ ଦକ୍ଷତା ପ୍ରତିଯୋଗିତା କାର୍ଯ୍ୟକ୍ରମ ୨୨ ମେ ୨୦୧୮ରୁ ୨୬ ମେ ୨୦୧୮ ପର୍ଯ୍ୟନ୍ତ
୨୪୫
aaaaaaaaaa
ଆଇ.ଟି.ଆଇ.ଗୁଡ଼ିକରେ ଭିତ୍ତିଭୂମି ଓ ମୌଳିକ ସୁବିଧାଗୁଡ଼ିକର ମୂଲ୍ୟାୟନ ପାଇଁ ତଥ୍ୟଫର୍ଦ (‘ଏ’ ଠାରୁ ‘ଏଫ୍‌’ ଯାଏଁ)ଗୁଡ଼ିକରେ ସୂଚନା ଦାଖଲ ଉପରେ ବିଜ୍ଞପ୍ତି
୨୪୬
aaaaaaaaaa
ଟି.ଟି.ସି. ଚୟନ ପାଇଁ ସରକାରୀ ଓ ଘରୋଇ ଆଇ.ଟି.ଆଇ.ଗୁଡ଼ିକର ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧାଗୁଡ଼ିକର ମୂଲ୍ୟାୟନ ପାଇଁ ତଥ୍ୟ ଫର୍ଦ ଫର୍ମାଟ୍‌ (ଏ ଠାରୁ ଏଫ୍‌ ଯାଏଁ)
୨୪୭
aaaaaaaaaa
ଏ.ଆଇ.ଟି.ଟି. ଜୁଲାଇ ୨୦୧୮ର ଅନ୍‌ଲାଇନ୍‌ ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ଘରୋଇ ଆଇ.ଟି.ଆଇ.ଗୁଡ଼ିକ ପାଇଁ ବିଜ୍ଞପ୍ତି
୨୪୮
aaaaaaaaaa
ଗ୍ରୀଷ୍ମ ୨୦୧୮ ପରୀକ୍ଷା ବେଳେ ଗୋପନୀୟ ଡ୍ୟୁଟି ପାଇଁ ଷ୍ଟାଫ୍‌ ଅବସ୍ଥାପନ ସଂକ୍ରାନ୍ତେ – ସମସ୍ତ ସରକାରୀ ଆଇ.ଟି.ଆଇ./ ପଲିଟେକ୍‌ନିକ୍‌ର ଅଧ୍ୟକ୍ଷମାନେ ଧ୍ୟାନ ଦେବେ।
୨୪୯
aaaaaaaaaa
ଶିକ୍ଷାନବୀଶମାନଙ୍କ ପାଇଁ ୧୦୭ତମ ଏ.ଆଇ.ଟି.ଟି.ର ସଂଶୋଧିତ କାର୍ଯ୍ୟକ୍ରମ
୨୫୦
aaaaaaaaaa
ଏସ୍‌.ସି.ଭି.ଟି. ଢାଞ୍ଚାର ଥିଓରି ପରୀକ୍ଷା ପାଇଁ ସଂଶୋଧିତ କାର୍ଯ୍ୟକ୍ରମ ସଂକ୍ରାନ୍ତ ବିଜ୍ଞପ୍ତି
୨୫୧
aaaaaaaaaa
ଏ.ଆଇ.ଟି.ଟି. ଜାନୁଆରି ୨୦୧୮ର ୨ୟ, ୩ୟ ଓ ୪ର୍ଥ ସେମିଷ୍ଟର ପ୍ରାକ୍ଟିକାଲରେ ଉପସ୍ଥିତ ଓ ଅନୁପସ୍ଥିତ ଥିବା ରୋଲ୍‌ ନମ୍ବରଗୁଡ଼ିକୁ ଦେଖିବାକୁ। ଆଇ.ଟି.ଆଇ.ମାନେ କୌଣସି ପ୍ରକାର ଜବାବସୁଆଲ ପାଇଁ sctevtservices.nic.in ଭ୍ରମଣ କରି ଯୋଗାଯୋଗ କରିବେ।
୨୫୨
aaaaaaaaaa
ଏ.ଆଇ.ଟି.ଟି. ଜାନୁଆରି ୨୦୧୮ର ଇ.ଡି. ପରୀକ୍ଷାରେ ୪ର୍ଥ ସେମିଷ୍ଟରର ଉପସ୍ଥିତ ଓ ଅନୁପସ୍ଥିତ ରୋଲ୍‌ ନମ୍ବରଗୁଡ଼ିକର ତାଲିକା। ଆଇ.ଟି.ଆଇ.ମାନେ କୌଣସି ଜବାବ ସୁଆଲ ପାଇଁ ଯୋଗାଯୋଗ କରିବେ।
୨୫୩
aaaaaaaaaa
ଏ.ଆଇ.ଟି.ଟି. ଜାନୁଆରି ୨୦୧୮ର ଇ.ଡି. ପରୀକ୍ଷାରେ ୩ୟ ସେମିଷ୍ଟରର ଉପସ୍ଥିତ ଓ ଅନୁପସ୍ଥିତ ରୋଲ୍‌ ନମ୍ବରଗୁଡ଼ିକର ତାଲିକା। ଆଇ.ଟି.ଆଇ.ମାନେ କୌଣସି ଜବାବ ସୁଆଲ ପାଇଁ sctevtservices.nic.in ଭ୍ରମଣ କରି ଯୋଗାଯୋଗ କରିବେ।
୨୫୪
aaaaaaaaaa
ଏ.ଆଇ.ଟି.ଟି. ଜାନୁଆରି ୨୦୧୮ର ଇ.ଡି. ପରୀକ୍ଷାରେ ୨ୟ ସେମିଷ୍ଟରର ଉପସ୍ଥିତ ଓ ଅନୁପସ୍ଥିତ ରୋଲ୍‌ ନମ୍ବରଗୁଡ଼ିକର ତାଲିକା। ଆଇ.ଟି.ଆଇ.ମାନେ କୌଣସି ଜବାବ ସୁଆଲ ପାଇଁ ଯୋଗାଯୋଗ କରିବେ।
୨୫୫
aaaaaaaaaa
ଏ.ଆଇ.ଟି.ଟି. ଜାନୁଆରି ୨୦୧୮ର ପ୍ରାକ୍ଟିକାଲ ପରୀକ୍ଷାରେ ୧ମ ସେମିଷ୍ଟରର ଅନୁପସ୍ଥିତ ଓ ଅସ୍ୱୀକୃତ ରୋଲ୍‌ ନମ୍ବରଗୁଡ଼ିକର ତାଲିକା ଦେଖିବା ଓ ଅପ୍‌ଲୋଡ଼୍‌ କରିବାକୁ । ଦୟାକରି sctevtservices.nic.in ଭ୍ରମଣ କରନ୍ତୁ।
୨୫୬
aaaaaaaaaa
ଜାନୁଆରି ୨୦୧୮ର ୧ମ ସେମିଷ୍ଟର ପ୍ରାକ୍ଟିକାଲ ମାର୍କଗୁଡ଼ିକର ଏନ୍‌.ସି.ଭି.ଟି. ଏମ୍‌.ଆଇ.ଏସ୍‌. ପୋର୍ଟାଲରେ ଅପ୍‌ଲୋଡ଼୍‌ ସ୍ଥିତି
୨୫୭
aaaaaaaaaa
୦୯.୦୪.୨୦୧୮ରୁ ହେଉଥିବା ଏସ୍‌.ସି.ଭି.ଟି. ଢାଞ୍ଚାର ପରୀକ୍ଷା ପାଇଁ ଶୁଦ୍ଧିପତ୍ର
୨୫୮
aaaaaaaaaa
ଶିକ୍ଷାନବୀଶ ତାଲିମ ସ୍କିମ୍‌ ଅଧୀନରେ ୧୦୭ତମ ଏ.ଆଇ.ଟି.ଟି. ପାଇଁ କାର୍ଯ୍ୟକ୍ରମ
୨୫୯
aaaaaaaaaa
ଶିକ୍ଷାନବୀଶ ତାଲିମ ସ୍କିମ୍‌ ଅଧୀନରେ ୧୦୭ତମ ଏ.ଆଇ.ଟି.ଟି. ପାଇଁ କାର୍ଯ୍ୟାବଳୀର ନିର୍ଘଣ୍ଟ
୨୬୦
aaaaaaaaaa
ସବୁ ସେମିଷ୍ଟର ପାଇଁ ଏସ୍‌.ସି.ଭି.ଟି. ଢାଞ୍ଚାର ପରୀକ୍ଷା ପାଇଁ ଫର୍ମପୂରଣ କାର୍ଯ୍ୟକ୍ରମ ଏବଂ ପରୀକ୍ଷା ନିର୍ଘଣ୍ଟ
୨୬୧
aaaaaaaaaa
ସରକାରୀ ଆଇ.ଟି.ଆଇ.ଗୁଡ଼ିକ ପାଇଁ ମାସିକ ଟେଷ୍ଟ୍‌ କାର୍ଯ୍ୟକ୍ରମ
୨୬୨
aaaaaaaaaa
ଅଗଷ୍ଟ ୨୦୧୩ ସୁଦ୍ଧା ନାମ ଲେଖାଇ ଉତ୍ତୀର୍ଣ ହୋଇଥିବା ପ୍ରଶିକ୍ଷାର୍ଥୀମାନଙ୍କର ବକେୟା ଥିବା ଏନ୍‌.ଟି.ସି. ତଥ୍ୟ ଦାଖଲ ପାଇଁ ବିଜ୍ଞପ୍ତି
୨୬୩
aaaaaaaaaa
ଅଗଷ୍ଟ ୨୦୧୩ ସୁଦ୍ଧା ନାମ ଲେଖାଇ ଉତ୍ତୀର୍ଣ ହୋଇଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଦତ୍ତ ଇ-ଏନ୍‌.ଟି.ସି. ସଂଶୋଧନ ସଂକ୍ରାନ୍ତ ବିଜ୍ଞପ୍ତି
୨୬୪
aaaaaaaaaa
ଆଇ.ଟି.ଆଇ. ଓ ଟି.ଟି.ସି. ମାନଙ୍କ ଦ୍ୱାରା ଏ.ଆଇ.ଟି.ଟି. ଜାନୁଆରି ୨୦୧୮ର ହାଜିରା, ପ୍ରାକ୍ଟିକାଲ ମାର୍କ, ଓଏମ୍‌ଆର୍‌ ନମ୍ବର ଓ ସିରିଜ୍‌ କୋଡ଼୍‌ ଦରଜ ସଂକ୍ରାନ୍ତ ବିଜ୍ଞପ୍ତି
୨୬୫
aaaaaaaaaa
ଟି.ଟି.ସି.ରେ ଏ.ଆଇ.ଟି.ଟି. ଜାନୁଆରି ୨୦୧୮ ପରୀକ୍ଷାର ୧ମ ପତ୍ର ଓ ୨ୟ ପତ୍ରର ଓ.ଏମ୍‌.ଆର୍‌. ଉତ୍ତରଖାତାରେ ନମ୍ବର ଦରଜ କରିବା ବିଜ୍ଞପ୍ତି
୨୬୬
aaaaaaaaaa
ବିଦ୍ୟାର୍ଥୀ ପୋର୍ଟାଲରେ ଏ.ଆଇ.ଟି.ଟି. ଜାନୁଆରି ୨୦୧୮ ପରୀକ୍ଷାର ପ୍ରାକ୍ଟିକାଲ ମାର୍କ ଦରଜ କରିବାର ବିଜ୍ଞପ୍ତି
୨୬୭
aaaaaaaaaa
ଆଇ.ଟି.ଆଇ. ସ୍ତରରେ ୨୦୧୪, ୨୦୧୫, ୨୦୧୬ ଓ ୨୦୧୭ ନାମଲେଖା ବର୍ଷର ପ୍ରଶିକ୍ଷାର୍ଥୀ ତଥ୍ୟ ସଂଶୋଧନ ପାଇଁ ବିଜ୍ଞପ୍ତି
୨୬୮
aaaaaaaaaa
ଏସ୍‌.ସି.ଭି.ଟି. ବାର୍ଷିକ ଢାଞ୍ଚାର ପ୍ରମାଣପତ୍ର (୨୦୧୨-୧୩ ଓ ୨୦୧୩-୧୪ ଶିକ୍ଷାବର୍ଷ) ମୁଦ୍ରଣ କରାଯିବାକୁ ଏସ୍‌.ସି.ଭି.ଟି. ଲଗିନ୍‌ ଅଧୀନରେ ଖୋଲା ରଖାଯାଇଅଛି
୨୬୯
aaaaaaaaaa
ଏ.ଆଇ.ଟି.ଟି. ଜାନୁଆରି ୨୦୧୮ର ହାଜିରା ସଂଶୋଧନ ପାଇଁ ସଂପାଦନା ପସନ୍ଦକୁ ୨୦.୦୨.୨୦୧୮ରୁ ୨୧.୦୨.୨୦୧୮ ଯାଏଁ ଖୋଲା ରଖାଯିବ
୨୭୦
aaaaaaaaaa
ଏ.ଆଇ.ଟି.ଟି. ଜାନୁଆରି ୨୦୧୮ର ସିଲ୍‌ ହୋଇଥିବା ଓ.ଏମ୍‌.ଆର୍‌. ଉତ୍ତରଖାତା, ଇ.ଡି. ପ୍ୟାକେଟ୍‌ ଓ ପ୍ରାକ୍ଟିକାଲ ପରୀକ୍ଷାଗୁଡ଼ିକର ମାର୍କ ଫଏଲ୍‌ଗୁଡ଼ିକ ଦାଖଲ କରିବା ସଂକ୍ରାନ୍ତ ବିଜ୍ଞପ୍ତି
୨୭୧
aaaaaaaaaa
ଏ.ଆଇ.ଟି.ଟି. ଜାନୁଆରି ୨୦୧୮ ସଂକ୍ରାନ୍ତ ରିପୋର୍ଟ ଓ ଦାବିଗୁଡ଼ିକ ଦାଖଲ କରିବାର ବିଜ୍ଞପ୍ତି
୨୭୨
aaaaaaaaaa
୨୮.୦୧.୨୦୧୭ରେ ଅନୁଷ୍ଠିତ ଆଇ.ଟି.ଆଇ. ଅଭିମୁଖୀକରଣ ସମ୍ମେଳନ ପାଇଁ ସବିଶେଷ ରୋଡ଼୍‌ମ୍ୟାପ୍‌
୨୭୩
aaaaaaaaaa
ଆଇ.ଟି.ଆଇ./ଆଇ.ଟି.ସି.ର ଆନୁଷ୍ଠାନିକ ପ୍ରାଲେଖ ଅଦ୍ୟତନ ପାଇଁ ବିଜ୍ଞପ୍ତି
୨୭୪
aaaaaaaaaa
ଆଇ.ଟି.ଆଇ./ଆଇ.ଟି.ସି. ଗୁଡ଼ିକର ପଂଜୀକରଣ ଫିସ୍‌ର ଅନ୍‌ଲାଇନ୍‌ ପୈଠ ପାଇଁ ମାର୍ଗଦର୍ଶିକା
୨୭୫
aaaaaaaaaa
ଆଇ.ଟି.ଆଇ./ଆଇ.ଟି.ସି. ଗୁଡ଼ିକର ପଂଜୀକରଣ ଫିସ୍‌ ଓ ଫର୍ମପୂରଣ ଫିସ୍‌ର ଅନ୍‌ଲାଇନ୍‌ ପୈଠ ପାଇଁ ମାର୍ଗଦର୍ଶିକା
୨୭୬
aaaaaaaaaa
ଆଇ.ଟି.ଆଇ./ଆଇ.ଟି.ସି. ଗୁଡ଼ିକର ପଂଜୀକରଣ ଫିସ୍‌ ଓ ଫର୍ମପୂରଣ ଫିସ୍‌ର ଅନ୍‌ଲାଇନ୍‌ ପୈଠ ପାଇଁ ବିଜ୍ଞପ୍ତି
୨୭୭ 2218 01-05-2017
aaaaaaaaaa
ଏ.ଆଇ.ଟି.ଟି. ଫେବୃଆରି ୨୦୧୭ରେ ସଂପୃକ୍ତ ଆଇ.ଟି.ଆଇ.ମାନଙ୍କର ଓ.ଏମ୍‌.ଆର୍‌. ସ୍କାନିଂରେ ଥିବା ତ୍ରୁଟିଗୁଡ଼ିକର ଜବାବସୁଆଲ
୨୭୮ 2340 08-05-2017
aaaaaaaaaa
ପଞ୍ଜୀକରଣ ଫିସ୍‌ ଓ ଫର୍ମପୂରଣ ଫିସ୍‌ର ଅନ୍‌ଲାଇନ୍‌ ଦାଖଲ ତାରିଖ ସଂପ୍ରସାରଣ